ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଇଟିଭି ଭାରତ ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

big-news-and-programs-of-25th-february
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Feb 25, 2020, 8:06 AM IST

Updated : Feb 25, 2020, 10:22 AM IST

ଟପ୍‌ ନ୍ୟୁଜ୍‌

ଆଜିର ବଡ ଖବର
  • ଆଜି ଦିଲ୍ଲୀରେ ଟ୍ରମ୍ପ-ମୋଦି ଦ୍ବିପାକ୍ଷିକ ଆଲୋଚନା ।
  • ସକାଳ ୧୦ଟାରେ ରାଷ୍ଟ୍ରପତି ଭବନ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ।
  • ସକାଳ ୧୦.୩୦ରେ ଡୋନାଲ୍ଡ ଟ୍ରମ୍ପ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ ।
  • ସକାଳ 11ଟାରେ ରାଷ୍ଟ୍ରପତି ଟ୍ରମ୍ପ ହାଇଦ୍ରାବାଦ ହାଉସରେ ପହଞ୍ଚିବେ ।
  • ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ।
  • ମଧ୍ୟାହ୍ନ ୧୨.୪୦- ହାଇଦ୍ରାବାଦ ହାଉସରେ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ ରାଷ୍ଟ୍ରପତି ଟ୍ରମ୍ପ ।
  • ସନ୍ଧ୍ୟା ୭.୩୦- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ ରାଷ୍ଟ୍ରପତି ଟ୍ରମ୍ପ ।
  • ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆବେଦନର ଶୁଣାଣି ।
  • ଆଜି ଅନୁପ ସାଏଙ୍କ 3 ଦିନିଆ ରିମାଣ୍ଡ ଆବେଦନର ଶୁଣାଣି ।
  • ଆଜିଠୁ 2 ଦିନ ଭିଜିବ ଓଡିଶା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ ।

Last Updated : Feb 25, 2020, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.