ETV Bharat / bharat

ଭୋପାଳ ଗ୍ୟାସ ଟ୍ରାଜେଡି: ଆସନ୍ତା 28ରୁ ସୁପ୍ରିମକୋର୍ଟରେ ଶୁଣାଣୀ - Bhopal Gas tragedy

ଆସନ୍ତା 28ରୁ ସୁପ୍ରିମକୋର୍ଟରେ 1984ରେ ହୋଇଥିବା ବହୁଚର୍ଚ୍ଚିତ ମାମଲା ଭୋପାଳ ଗ୍ୟାସ ଟ୍ରାଜେଡିର ଶୁଣାଣୀ ଆରମ୍ଭ ହେବ।

Bhopal Gas tragedy
ଭୋପାଳ ଗ୍ୟାସ ଟ୍ରାଜେଡି: ଆସନ୍ତା 28ରୁ ସୁପ୍ରିମକୋର୍ଟରେ ଶୁଣାଣୀ
author img

By

Published : Jan 25, 2020, 3:41 PM IST

ନୂଆଦିଲ୍ଲୀ: ଆସନ୍ତା 28 ତାରିଖରୁ ସୁପ୍ରିମକୋର୍ଟରେ ଭୋପାଳ ଗ୍ୟାସ ଟ୍ରାଜେଡିର ଶୁଣାଣି ଆରମ୍ଭ ହେବ। ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ମଧ୍ୟ ପ୍ରଦେଶ ସରକାରଙ୍କୁ ୟୁନିୟନ କାର୍ବାଇଡ କ୍ଷତିପୂରଣ ରାଶି ପ୍ରଦାନ ପାଇଁ 2010ରେ କେନ୍ଦ୍ର ଦ୍ବାରା 2010ରେ ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରାଯିବ। 1984 ମସିହାରେ ଭୋପାଳ ଗ୍ୟାସ ଟ୍ରାଜେଡି ଘଟିଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.