ETV Bharat / bharat

ଶ୍ରାବଣର ଚତୁର୍ଥ ସୋମବାର, ଚାଲିଛି ମହାକାଳେଶ୍ବରଙ୍କ ଭସ୍ମ ଆଳତୀ

author img

By

Published : Jul 27, 2020, 7:13 AM IST

Updated : Jul 27, 2020, 7:19 AM IST

ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ବଡି ଭୋରରୁ ବିଭିନ୍ନ ଶୈବ ପୀଠରେ ଆରମ୍ଭ ହୋଇଗଲାଣି ଭୋଳାନାଥଙ୍କ ପୂଜା ଅର୍ଚ୍ଚନା। ଏଥର ଭକ୍ତଙ୍କ ଗହଳି ଚହଳି ବିନା ମନ୍ଦିର ଭିତରେ ପୂଜକଙ୍କ ଦ୍ବାରା ପୂଜା ପାଉଛନ୍ତି ଶିବ ଶଙ୍କର।

ଶ୍ରାବଣର ଚତୁର୍ଥ ସୋମବାର, ଚାଲିଛି ମହାକାଳେଶ୍ବରଙ୍କ ଭସ୍ମ ଆଳତୀ
ଶ୍ରାବଣର ଚତୁର୍ଥ ସୋମବାର, ଚାଲିଛି ମହାକାଳେଶ୍ବରଙ୍କ ଭସ୍ମ ଆଳତୀ

ନୂଆଦିଲ୍ଲୀ: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ବଡି ଭୋରରୁ ବିଭିନ୍ନ ଶୈବ ପୀଠରେ ଆରମ୍ଭ ହୋଇଗଲାଣି ଭୋଳାନାଥଙ୍କ ପୂଜା ଅର୍ଚ୍ଚନା। ଏଥର ଭକ୍ତଙ୍କ ଗହଳି ଚହଳି ବିନା ମନ୍ଦିର ଭିତରେ ପୂଜକଙ୍କ ଦ୍ବାରା ପୂଜା ପାଉଛନ୍ତି ଶିବ ଶଙ୍କର। ତେବେ ମଧ୍ୟପ୍ରଦେଶ ମହାକାଳେଶ୍ବର ମନ୍ଦିର ଉଜୈନରେ ଶିବଙ୍କ ଶ୍ରାବଣର ଚତୁର୍ଥ ସୋମବାରକୁ ରୀତିନୀତିରେ ପାଳନ କରାଯାଉଛି।

ପୂଜକମାନେ ଶିବ ପଞ୍ଚାକ୍ଷର ମନ୍ତ୍ର ସହ ଭସ୍ମ ଚିତାରେ ପ୍ରଭୁଙ୍କ ଶୃଙ୍ଗାର କରୁଛନ୍ତି। ଏ ଦୃଶ୍ୟ ଯେତିକି ମନୋରମ ସେତିକି ଭାବାବେଗ ପୂର୍ଣ୍ଣ। ଏହି ମନ୍ଦିରରେ ପ୍ରତିଦିନ ଭୋର ୪ଟା ସମୟରେ ମହାକାଳଙ୍କ ଭସ୍ମ ଆରତୀ ହୁଏ।

ଏହି ଆରତୀରେ ସାମିଲ୍‌ ହେଉଥିବା ଲୋକଙ୍କ ସମସ୍ତ କଷ୍ଟ ଦୂର ହୋଇଯାଏ। ଏହା ବିନା ଭକ୍ତଙ୍କ ଦର୍ଶନ ପୂରା ହୋଇ ନ ଥାଏ ବୋଲି କୁହାଯାଏ। ତେବେ ଘରେ ରହି ଜଣେ ଶିବ ଭକ୍ତ ଏହି ଅପୂର୍ବ ପୂଜାର ଦର୍ଶନ ନେଇପାରିବ। ଭଗବାନ ଶିବଙ୍କ ୧୨ ଜ୍ୟେତିର୍ଲିଙ୍ଗ ମଧ୍ୟରୁ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ଅନ୍ୟତମ। ଏଠାରେ ଏକ କୁଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନାନ କଲେ ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ବାସ ରହିଛି।

ସେହିପରି ଦିଲ୍ଲୀରେ ମଧ୍ୟ ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି ବିଭିନ୍ନ ଶୈବ ପୀଠରେ ପହଁଞ୍ଚିଛନ୍ତି। ସେଥିମଧ୍ୟରୁ ଚାନ୍ଦିନୀ ଚୌକରେ ଥିବା ଗୌରୀ ଶଙ୍କର ମନ୍ଦିରରେ ସାମାନ୍ୟ ଭିଡ ପରିଲକ୍ଷିତ ହୋଇଥିଲା।

Last Updated : Jul 27, 2020, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.