ETV Bharat / bharat

ଅଯୋଧ୍ୟା ମାମଲାର 5 ବିଚାରପତିଙ୍କୁ ମିଳୁ 'ଭାରତରତ୍ନ': ବିଜେପି ବିଧାୟକ - judges who gave verdict on ayodhya case bjp mla surendra singh

ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ଶୁଣାଣି କରିଥିବା 5ଜଣ ବିଚାରପତିଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ବିଚାରପତିଙ୍କୁ ମିଳୁ 'ଭାରତରତ୍ନ'
author img

By

Published : Nov 12, 2019, 3:25 AM IST

ବଲିଆ: ଅଯୋଧ୍ୟା ମାମଲାର ଶୁଣାଣି କରିଥିବା ବିଚାରପତିଙ୍କୁ 'ଭାରତରତ୍ନ' ଦାବି । ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ଶୁଣାଣି କରିଥିବା 5ଜଣ ବିଚାରପତିଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଅଯୋଯ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟରେ ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଏସ ଅବ୍ଦଉଲ ନଜୀରଙ୍କା ଦ୍ବାରା ଗଠିତ 5 ଜଣିଆ ଖଣ୍ଡପୀଠଙ୍କୁ ଭାରତରତ୍ନରେ ସମ୍ମାନୀତ କରିବାକୁ ଦାବି କରିଛନ୍ତି ।

ବୋରିଆ ଜିଲ୍ଲାର ବୈରିୟା କ୍ଷେତ୍ରରୁ ବିଧାୟକ ସୁରେନ୍ଦ୍ର ସିଂହ ସୋମବାର କହିଛନ୍ତି ଯେ, ସୁପ୍ରିମକୋର୍ଟର 5 ଜଣ ନ୍ୟାୟଧୀଶ ଅଯୋଧ୍ୟା ରାମ ମନ୍ଦିର ମାମଲାରେ ଐତିହାସିକ ନିଷ୍ପତିରୁ ଦେଶର 130 କୋଟି ଲୋକ ଖୁସି ଅଛନ୍ତି । ଦେଶର ଗଣତନ୍ତ୍ର ଇତିହାସରେ ଏହା ପ୍ରଥମ ଘଟଣା । ଯେଉଁଥିରେ ସବୁଲୋକେ ବିଚାରପତିଙ୍କ ରାୟକୁ ସ୍ବାଗତ କରିବା ସହ ସର୍ବସମ୍ମତି ଦେଇଛନ୍ତି ।

ତେଣୁ ଏମିତି ନିଷ୍ପତି ନେଇଥିବା ନ୍ୟାୟଧୀଶଙ୍କ ବାସ୍ତବରେ ଆମ ଦେଶ ପାଇଁ ରତ୍ନ । ତେଣୁ ଏ ସମସ୍ତଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନରେ ସମ୍ମାନୀତ କରାଯିବା ଉଚିତ । ସିଂହ ଏଆଇଏମଆଇଏମ ନେତା ଅସଉଦ୍ଦିନ ଅୱେସିଙ୍କୁ ଦେଶର ଏକମାତ୍ର ବାବର ବଂଶଜ କହିବା ସହ କହିଛନ୍ତି ଯେ, ଅଯୋଧ୍ୟା ମାମଲାରେ ନ୍ୟାୟଳୟଙ୍କ ନିଷ୍ପତିର ସମ୍ମାନ ନକରିବା ସହ ୱବେଶୀଙ୍କୁ ରାଷ୍ଟ୍ର ବିରୋଧୀ ।

Intro:Body:

gf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.