ETV Bharat / bharat

ଟ୍ରାଫିକ ସମସ୍ୟା: ଦେଶର ସବୁଠୁ ଆଗରେ ବେଙ୍ଗାଲୁରୁ - bengaluru traffic

ଟ୍ରାଫିକ ସମସ୍ୟାରେ ଦେଶର ସବୁଠୁ ଆଗରେ ରହିଛି ବେଙ୍ଗାଲୁରୁ । ଅନ୍ୟ ସହର ତୁଳନାରେ ବେଙ୍ଗାଲୁରୁର ଟ୍ରାଫିକ ଅବସ୍ଥା ଅତି ଶୋଚନୀୟ । ଅଧିକ ପଢନ୍ତୁ...

bengaluru has worst traffic
ପ୍ରତିକାତ୍ମକ ଫଟୋ
author img

By

Published : Jan 30, 2020, 10:01 AM IST

ବେଙ୍ଗାଲୁରୁ: ଦେଶର ଅନେକ ସ୍ଥାନରେ ଦେଖାଦେଉଛି ଟ୍ରାଫିକ ସମସ୍ୟା । ତେବେ ଆପଣ ଜାଣିଛନ୍ତି କି କେଉଁଠି ସବୁଠୁ ଖରାପ ସ୍ଥିତିରେ ରହିଛି ଟ୍ରାଫିକ । 4 ଭାରତୀୟ ସହରର ଟପ 10 ରେ ରହିଛି ବେଙ୍ଗାଲୁରୁ । ଏଠିକାର ଟ୍ରାଫିକର ସ୍ଥିତି ଅତି ଶୋଚନୀୟ ।

ରାସ୍ତା ଛୋଟ ହୋଇଥିବା ବେଳେ ଗାଡି ସଂଖ୍ୟା ଅଧିକ । ତେଣୁ ଅଧିକ ସମୟ ଟ୍ରାଫିକ ରେ ଫସିରହେ ଗାଡି । ବେଙ୍ଗାଲୁରୁରେ 71 ପ୍ରତିଶତ,ମୁମ୍ବାଇ 65 ପ୍ରତିଶତ, ପୁନେ 59 ପ୍ରତିଶତ ଏବଂ ଦିଲ୍ଲୀ 56 ପ୍ରତିଶତ ପ୍ରଥମ ଦ୍ବିତୀୟ ସ୍ଥାନରେ ଯଥାକ୍ରମେ ରହିଛି ।

2019 ଟ୍ରାଫିକ ଇଣ୍ଡେକ୍ସ ଅନୁସାରେ, ଦିଲ୍ଲୀରେ 2ପ୍ରତିଶତ ଟ୍ରାଫିକ ସମସ୍ୟା କମ ହୋଇଛି । କିନ୍ତୁ ବେଙ୍ଗାଲୁରୁରେ ଚଳିତ ବର୍ଷ 71 ପ୍ରତିଶତ ଅଧିକ ସମୟ ଟ୍ରାଫିକ ଜାମ ରହୁଥିବା ଜଣାପଡିଛି ।

ବେଙ୍ଗାଲୁରୁର ବାସିନ୍ଦା 10 ଦିନରେ ଅଧିକ 3 ଘଣ୍ଟା ଟ୍ରାଫିକରେ ବିତାଉଥିବାବେଳେ ଗୋଟିଏ ବର୍ଷରେ 209 ଘଣ୍ଟା ଅଧିକ ଟ୍ରାଫିକରେ ବିତାଇଥାନ୍ତି । ସେହି ଅନୁସାରେ, ପୁନେରେ 8 ଦିନରେ ଗୋଟିଏ ଘଣ୍ଟା ଲୋକଙ୍କୁ ବିତାଇବା ପାଇଁ ପଡିଥାଏ ।

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.