ETV Bharat / bharat

ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ବୁଡ, କୋରୋନା ଦୂର ପାଇଁ କଲେ ପ୍ରାର୍ଥନା

ଶ୍ରଦ୍ଧାଳୁମାନେ ପ୍ରୟାଗରାଜରେ ଏକାଠି ହୋଇ ଗାଧୋଇବାକୁ ପହଞ୍ଚିଥିଲେ। ସଙ୍ଗମରେ ଗାଧୋଇବା ପରେ ପୂଜାପାଠ କରି ଦାନ କରିଥିଲେ। ଆଜିର ଦିନରେ ପ୍ରୟାଗରାଜରେ ସ୍ନାନ କଲେ ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

author img

By

Published : Jul 5, 2020, 5:08 PM IST

ପ୍ରୟାଗରାଜରେ ବୁଡ ପକାଇଲେ ଶ୍ରଦ୍ଧାଳୁ, କୋରୋନା ଦୂର ପାଇଁ କଲେ ପ୍ରାର୍ଥନା

ପ୍ରୟାଗରାଜ: ଆଜି ହେଉଛି ଗୁରୁପୂର୍ଣ୍ଣିମା। ଏହିଦିନ ନିଜ ଗୁରୁଙ୍କ ପ୍ରତି ଆସ୍ଥା ଓ ଭକ୍ତି ଜ୍ଞାପନ କରାଯାଇଥାଏ। ହିନ୍ଦୁ ପୁରାଣ ଅନୁଯାୟୀ ଆଷାଢମାସର ପୂର୍ଣ୍ଣିମା ତିଥିରେ ହିଁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ।

ଗୁରୁ ପୂର୍ଣ୍ଣିମାରେ ଆଜି ଶ୍ରଦ୍ଧାଳୁମାନେ ପ୍ରୟାଗରାଜରେ ପୂଣ୍ୟ ନକ୍ଷତ୍ରରେ ସ୍ନାନ କରିଛନ୍ତି। ତା’ପରେ ଦାନ କରି ଗୁରୁଙ୍କ ଆର୍ଶୀବାଦ ନେଇଥିଲେ। ଅନେକ ସଂଖ୍ୟାରେ ଭକ୍ତମାନେ ମଧ୍ୟ ମନ୍ଦିର ପରିଦର୍ଶନ କରିବାକୁ ଏକାଠି ହୋଇଥିଲେ।

ଏହି ଦିନକୁ ବିଶ୍ୱାସ, ସମ୍ମାନ ଏବଂ ସରଳତା ସହିତ ପାଳନ କରାଯାଇଛି। ଏହି ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ସାମାଜିକ ଦୂରତା ରକ୍ଷା କରି ଏକାଠି ହୋଇ ଗାଧୋଇବାକୁ ପହଞ୍ଚିଥିଲେ। ଗାଧୋଇବା ପରେ ପୂଜାପାଠ କରି ଦାନ କରିଥିଲେ। ଏହାସହ ଦେଶରୁ କୋରୋନା ଦୂର ପାଇଁ ପ୍ରାର୍ଥନା କରିଥିଲେ। ଆଜିର ଦିନରେ ପ୍ରୟାଗରାଜରେ ସ୍ନାନ କଲେ ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଗୁରୁ ପୂର୍ଣ୍ଣିମା ହିନ୍ଦୁ ମାସ ଆଷାଢ ମାସର ପୂର୍ଣ୍ଣିମା ଦିନ ପଡିଥାଏ। ହିନ୍ଦୁ, ଜୈନ ଏବଂ ବୌଦ୍ଧଧର୍ମୀମାନେ ଏହାକୁ ଜଣେ ଗୁରୁ ବା ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ପାଳନ କରନ୍ତି। ଯେଉଁମାନେ ଆମ ଜୀବନ ମାଧ୍ୟମରେ ଆମକୁ ଜ୍ଞାନର ପଥରେ ମାର୍ଗଦର୍ଶନ କରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.