ETV Bharat / bharat

ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଶିବସେନାର ସମାଲୋଚନା - ସାମନା

ଶିବସେନା ଏହାର ଦଳୀୟ ମୁଖପାତ୍ର ‘ସାମନା’ମାଧ୍ୟମରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଟାର୍ଗେଟ କରିଛି । ଦେଶର ଗରିବ ଚାଷୀ ଏବଂ ମଧ୍ୟବିତ୍ତ ପରିବାର ଏହା ଯୋଗୁଁ ଅନେକ ସମସ୍ୟାର ସାମ୍ନା କରୁଥିବା କହିଛି ଶିବସେନା।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 31, 2019, 2:41 PM IST

ମୁମ୍ବାଇ: ନିଜର ଦଳୀୟ ଦଳୀୟ ମୁଖପାତ୍ର ‘ସାମନା’ମାଧ୍ୟମରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଟାର୍ଗେଟ କରିଛି ଶିବସେନା । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ଦେଶର ଶିଳ୍ପନୁଷ୍ଠାନକୁ ବହୁତ ବଡ ଆକାରରେ ଋଣ ପ୍ରଦାନ କରୁଛି ବ୍ୟାଙ୍କ । ମାତ୍ର ଋଣ ନେଉଥିବା ଶିଳ୍ପାନୁଷ୍ଠାନ ଏହାକୁ ଠିକ ଭାବେ ପରିଶୋଧ କରୁନାହାଁନ୍ତି ।

ହେଲେ ଯେତେବେଳେ ଜଣେ ବେକାର ଯୁବକ ଋଣ ପାଇଁ ବ୍ୟାଙ୍କରେ ପହଞ୍ଚେ, ତାକୁ ଗ୍ୟାରେଣ୍ଟି ଦେବା କହୁଛି ବ୍ୟାଙ୍କ । ଏହାକୁ କରିବାରେ ଦେଶର ଯୁବବର୍ଗ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ମାତ୍ର ଶିଳ୍ପସଂସ୍ଥାକୁ ଅତି ସହଜରେ ଋଣ ପ୍ରଦାନ କରୁଛି । ସେମାନଙ୍କ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡୁ ନାହିଁ ।

ବ୍ୟାଙ୍କ ଅନେକ ଗୁଡିଏ ବଡ ବଡ ଦୁର୍ନୀତି ଗ୍ରସ୍ତ ଶିଳ୍ପସଂସ୍ଥାକୁ ଋଣ ପ୍ରଦାନ କରିଥାନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥାକୁ ଋଣ ଯୋଗାଇ ଅନେକ ଲୋକ ରାତାରାତି ଏହାର ଲାଭ ଉଠାଉଛନ୍ତି । ଏଭଳି ଅବ୍ୟବସ୍ଥା ଯୋଗୁଁ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯିବା ସହ ଦୁର୍ନୀତି ବୃଦ୍ଧି ପାଉଥିବା ଶିବସେନା ଏହାର ଦଳୀୟ ମୁଖପତ୍ରରେ ଦର୍ଶାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.