ETV Bharat / bharat

ବାଂଲାଦେଶ ସଂସଦରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Sep 7, 2020, 1:36 PM IST

ସ୍ବର୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବାଂଲାଦେଶ ସଂସଦ ସର୍ବସମ୍ମତି କ୍ରମେ ଶୋକ ପ୍ରସ୍ତାବ ଆସିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

pranab mukharjee
ପ୍ରଣବ ମୁଖାର୍ଜୀଙ୍କୁ ସର୍ବସମ୍ମତି କ୍ରମେ ସମବେଦନା ଜଣାଇଲା ବାଂଲାଦେଶ ସଂସଦ

ଢାକା: ଭାରତର ସ୍ବର୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବାଂଲାଦେଶ ସଂସଦ ସର୍ବସମ୍ମତି କ୍ରମେ ଶୋକ ପ୍ରସ୍ତାବ ଆସିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବାଂଲାଦେଶରେ ଥିବା ଭାରତ ଉଚ୍ଚ କମିଶନଙ୍କ ଅନୁଯାୟୀ, ବାଂଲାଦେଶର ଲୋକମାନେ ମୁଖାର୍ଜୀଙ୍କୁ ଜଣେ ‘ପ୍ରକୃତ ଦେଶପ୍ରେମୀ’ ଭାବରେ ମନେ ରଖିବେ ବୋଲି ସେ ସୋମବାର ଏକ ଟ୍ବିଟରେ କହିଛନ୍ତି । ତେବେ ଗତ ସପ୍ତାହରେ ଦିଲ୍ଲୀରେ ବାଂଲାଦେଶ ଉଚ୍ଚ କମିଶନ ମୁଖାର୍ଜୀଙ୍କ ପାଇଁ ଶୋକସଭା କରିଥିଲେ ।

ପ୍ରକାଶ ଥାଉକି, ଗତ ଅଗଷ୍ଟ 31 ତାରିଖ ଦିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀ ଆର୍ମୀ ହସ୍ପିଟାଲରେ ପ୍ରାଣତ୍ୟାଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.