ETV Bharat / bharat

ନଭେମ୍ବର 19ରେ ବନ୍ଦ ହେବ ବଦ୍ରିନାଥ ମନ୍ଦିର ପୋର୍ଟାଲ

author img

By

Published : Oct 25, 2020, 3:23 PM IST

ଶୀତ ଋତୁ ପାଇଁ ଆଗାମୀ ନଭେମ୍ବର 9ରୁ ବଦ୍ରିନାଥ ମନ୍ଦିରର ପୋର୍ଟାଲ ବନ୍ଦ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ନଭେମ୍ବର 19ରେ ବନ୍ଦ ହେବ ବଦ୍ରିନାଥ ମନ୍ଦିର ପୋର୍ଟାଲ
ନଭେମ୍ବର 19ରେ ବନ୍ଦ ହେବ ବଦ୍ରିନାଥ ମନ୍ଦିର ପୋର୍ଟାଲ

ଡେରାଡୁନ: ନଭେମ୍ବର 19ରେ ବନ୍ଦ ହେବ ବଦ୍ରିନାଥ ମନ୍ଦିର ପୋର୍ଟାଲ । ଶୀତ ଋତୁ ପାଇଁ ଆଗାମୀ ନଭେମ୍ବର 9ରୁ ବଦ୍ରିନାଥ ମନ୍ଦିରର ପୋର୍ଟାଲ ବନ୍ଦ ହେବାକୁ ଯାଉଛି ।

ଆଜି(ରବିବାର) ସକାଳ 11 ଟାରେ ଜ୍ୟୋତିଷ ଗଣନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ଦଶହରା ସମୟରେ ମନ୍ଦିର ପୋର୍ଟାଲ ବନ୍ଦ ହେବା ନେଇ ତାରିଖ ସ୍ଥିର କରାଯାଏ।

ଚାରିଧାମ ଦେବସ୍ଥାନମ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଡି ସିଂ, ବଦ୍ରିନାଥ ଧାମର ରାୱଲ ଇଶ୍ବରୀ ପ୍ରସାଦ ନମ୍ବୋଦ୍ରୀ, ତୀର୍ଥ ପୁରୋହିତ ଏବଂ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ନଭେମ୍ବର 19ରେ ମନ୍ଦିର ପୋର୍ଟାଲ ବନ୍ଦ କରାଯିବ ।

ସେହିପରି ନଭେମ୍ବର 16 ରେ କେଦାରନାଥ ପୋର୍ଟାଲ ବନ୍ଦ ହେବାକୁ ଥିବାବେଳେ ଏବଂ ନଭେମ୍ବର 19 ରେ ମାଦାମହେଶ୍ୱରର ପୋର୍ଟାଲ ବନ୍ଦ ହେବ। ନଭେମ୍ବର 4ରୁ ପ୍ରଭୁ ତୁଙ୍ଗନାଥଙ୍କ ମନ୍ଦିର ବନ୍ଦ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.