ETV Bharat / bharat

6 ମାସ ପାଇଁ ବନ୍ଦ ରହିବ ବଦ୍ରିନାଥଙ୍କ ମନ୍ଦିର - ଚାରିଧାମ

6 ମାସ ପାଇଁ ବନ୍ଦ ରହିବ ବଦ୍ରିନାଥଙ୍କ ମନ୍ଦିର ଦ୍ବାର। 17 ନଭେମ୍ବରରୁ ଭଗବାନଙ୍କ ଦ୍ବାର ବନ୍ଦ ହୋଇଯିବ ବୋଲି ବଦ୍ରି-କେଦାର ମନ୍ଦିର ସମିତିର କାର୍ଯ୍ୟସୂଚୀ ।

6 ମାସ ପାଇଁ ବନ୍ଦ ରହିବ ବଦ୍ରିନାଥକଙ୍କ ମନ୍ଦିର ଦ୍ବାର
author img

By

Published : Nov 13, 2019, 2:32 PM IST

Updated : Nov 13, 2019, 2:52 PM IST

ଡେରାଡୁନ: 17 ନଭେମ୍ବରରୁ ଭଗବାନଙ୍କ ଦ୍ବାର ବନ୍ଦ ହୋଇଯିବ ବୋଲି ବଦ୍ରି-କେଦାର ମନ୍ଦିର ସମିତି କାର୍ଯ୍ୟସୂଚୀ ପ୍ରସ୍ତୁତି କରିଛନ୍ତି । ତେବେ ବନ୍ଦ ହେବାର ଠିକ୍ 6 ମାସ ପରେ ମନ୍ଦିର କବାଟ ଖୋଲିବ ବୋଲି ପ୍ରକାଶ ।

ଖବର ଅନୁଯାୟୀ, ଆଜି ମନ୍ଦିରରେ ଗଣେଷ ପୂଜା ଅନୁଷ୍ଠିତ କରାଯିବ। ପୂଜା ପରେ ଗଜାନନଙ୍କ କବାଟ ଶୀତକାଳ ପାଇଁ ବନ୍ଦ କରାଯିବ। ପରେ ପରେ 16 ତାରିଖରେ ମହାଲକ୍ଷ୍ମୀ ପୂଜା ଓ 17 ରେ ଘ୍ରୀତକମବାଲ ଆୟୋଜନ କରାଯିବ। ସନ୍ଧ୍ୟା 5.13ରେ ସମସ୍ତ ପୂଜାର୍ଚ୍ଚନା ଶେଷ ପରେ ବଦ୍ରିନାଥଙ୍କ କବାଟ ଶୀତକାଳ ପାଇଁ ବନ୍ଦ କରିଦିଆଯିବ।

ବଦ୍ରିନାଥ ମନ୍ଦିରକୁ ବଦ୍ରିନାରାୟଣ ମନ୍ଦିର ମଧ୍ୟ କୁହାଯାଏ । ଯାହା ଉତ୍ତରାଖଣ୍ଡର ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଯାହାକୁ ଚାରିଧାମ ମଧ୍ୟରୁ ଗୋଟିଏ ଧାମ ବୋଲି ମନାଯାଏ । କବାଟ ଖୋଲିବା ପରେ ପ୍ରତ୍ୟେକ ବର୍ଷ ଦେଶ ଓ ଦେଶ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ଏହି ମନ୍ଦିରରେ ହୋଇଥାଏ।

Intro:Body:

देहरादून: भगवान बदरीनाथ धाम के कपाट बंद होने की प्रक्रिया बुधवार से शुरू हो जाएगी. जिसके लिए बदरी-केदार मंदिर समिति ने सारी तैयारियां कर ली है. वहीं कपाट बंद होने के बाद छ: महीने बाद ही मंदिर के कपाट खुलेंगे. 

गौर हो कि बुधवार को गणेश पूजा के साथ शाम को गणेश जी के कपाट शीतकाल के लिए बंद किए जाएंगे. बता दें कि 16 नवंबर को महालक्ष्मी पूजन के बाद 17 नवंबर को बदरी नाथ को घृतकंबल ओढ़ाया जाएगा. जिसके बाद सायं 5.13 मिनट पर भगवान बदरीविशाल के कपाट विधिवत पूजा के बाद शीतकाल के लिए बंद कर दिए जाएंगे.

वहीं बदरीनाथ मंदिर को बदरीनारायण मंदिर भी कहा जाता है. जो अलकनंदा नदी के किनारे उत्तराखंड राज्य में स्थित है.  मंदिर भगवान विष्णु के रूप बदरीनाथ को समर्पित है. जिसे चारधामों में से एक माना जाता है. जहां हर साल देश-विदेश से लाखों श्रद्धालु कपाट खुलने के साथ ही दर्शन के लिए पहुंचते हैं.

Conclusion:
Last Updated : Nov 13, 2019, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.