ETV Bharat / bharat

ନଡିଆ ଗଛର 'ଗୋଦଭରାଇ'

ନଡିଆ ଗଛର ସାଦଖିଆ । ତାହା ପୁଣି ପୁରା ପାରମ୍ପରିକ ଭାବରେ । ଶାଢୀ, ଚୁଡି, ସିନ୍ଦୁର, ଲଗାଇ ନୂଆ ବୋହୁ ପରି ସଜାଇ ରୀତିନୀତିରେ ପାଳନ ହୋଇଛି ନଡିଆ ଗଛର ସାଦଖିଆ । ଏହି ଘଟଣା ଦେଖିବାକୁ ମିଳିଛି ପୁନେ କାରଭେନଗର ଅଞ୍ଚଳରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 28, 2019, 3:17 PM IST

Updated : Aug 28, 2019, 3:23 PM IST

ମୁମ୍ବାଇ: ଜଣେ ଗର୍ଭବତୀ ମହିଳାର ସାଦଖିଆ କଥା ଆପଣ ଶୁଣିଥିବେ । କିନ୍ତୁ କେବେ କେଉଁ ଗଛର ସାଦଖିଆ କଥା ଶୁଣିଛନ୍ତି କି ? କାନକୁ ଟିକିଏ ଅଡୁଆ ଲାଗୁଥିଲେ ବି ଏହା ସତ । ନଡିଆ ଗଛର ସାଦଖିଆ । ତାହା ପୁଣି ପୁରା ପାରମ୍ପରିକ ଭାବରେ । ଶାଢୀ, ଚୁଡି, ସିନ୍ଦୁର, ଲଗାଇ ନୂଆ ବୋହୁ ପରି ସଜାଇ ରୀତିନୀତିରେ ପାଳନ ହୋଇଛି ନଡିଆ ଗଛର ସାଦଖିଆ । କାରଣ ମହାରାଷ୍ଟ୍ରର ଏହି ନଡିଆ ଗଛରେ ପ୍ରଥମ ଥର ପାଇଁ ଫଳ ଧରିଛି ।

coconut tree
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପୁନେ କାରଭେନଗର ଅଞ୍ଚଳର ନିତି ଯାଦବ ନିଜ ବଗିଚାରେ ଅନେକ ଗଛ ରୋପଣ କରିଛନ୍ତି । ଗଛକୁ ଭଲ ପାଉଥିବା ମଣିଷଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ । କିଛି ବର୍ଷ ପୂର୍ବରୁ ସେ ନିଜ ବଗିଚାରେ ଏକ ନଡିଆ ଗଛ ଲଗାଇଥିଲେ । ଖୁବ ଯତ୍ନ୍ ମଧ୍ୟ ନେଉଥିଲେ । ଆଉ ପ୍ରଥମ ଥର ନଡିଆ ଗଛରେ ଫଳ ଧରିବା ପରେ ଖୁବ ଧୁମ୍‌ଧାମ୍‌ ରେ ସାଦଖିଆ ଉତ୍ସବ ପାଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଯେପରି କୌଣସି ମହିଳା ଗର୍ଭବତୀ ହେଲେ ସମସ୍ତ ରୀତିନିତିରେ ସାଦଖିଆ ଉତ୍ସବ ପାଳନ ହୋଇଥାଏ । ଠିକ ସେହିପରି ସାହିର କିଛି ମହିଳାମାନେ ମିଶି ନଡିଆ ଗଛରେ ମୁହଁ ଆଙ୍କି, ଶାଢୀ ପିନ୍ଧାଇ, ମଙ୍ଗଳସୂତ୍ର ଆଦି ଲଗାଇ ଫଳମୂଳ, ଭୋଗ ଲଗାଇ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ମହିଳାମାନେ ଗୀତ ଗାଇ ଅଭିନନ୍ଦନ ମଧ୍ୟ ଜଣାଉଥିବା ଦେଖିବାକୁ ମିଳିଛି ।

coconut tree
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସରକାରଙ୍କ ତରଫରୁ ଚାରା ରୋପଣ କରିବା ସହ ଏହାର ରକ୍ଷଣାବେକ୍ଷଣ କରିବାକୁ ବିଭିନ୍ନ ଯୋଜନାମାନ କରାଯାଉଛି । କିନ୍ତୁ ତାହା କିଛିଟା କ୍ଷେତ୍ର କାର୍ଯ୍ୟରେ ହେଉଛି । ହେଲେ ପୁନେର ନିତି ଯାଦବ ରକ୍ଷଣାବେକ୍ଷଣ ସହ ଗଛର ସାଦଖିଆ କରି ଲୋକଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ ।

Intro:महिलांचा डोहाळे जेवणाचा कार्यक्रम आपण पाहिला असेल, ऐकला असेल..एखाद्या झाडाचे डोहाळे पुरविल्याचे याआधी कधी ऐकले का? नाही ना? पण हे पुण्यात घडले..नारळाच्या झाडावर असलेल्या प्रेमापोटी एका महिलेने झाडाला तुरा आला म्हणून चक्क डोहाळे जेवणाचा कार्यक्रम ठेवला..जणू एखाद्या महिलेचा डोहाळे जेवणाचा कार्यक्रम आहे या थाटात त्यांनी हा कार्यक्रम साजरा केला..नारळाच्या झाडाला साडी नेसवून एखाद्या गर्भार महिलेसारखा शृंगारही केला होता...Body:पुण्याच्या कर्वेनगर परिसरात राहणाऱ्या नीता यादवाड यांनी हा कार्यक्रम साजरा केला..वृक्षप्रेमी असलेल्या नीता यादवाड यांच्या बंगल्याच्या आसपास अनेक वृक्ष आहेत..काही वर्षापूर्वी त्यांनी कोकण विद्यापिठातुन नारळाचे झाड आणले आणि बागेत लावले होते..परंतु पुरेशा सूर्यप्रकाशाअभावी ते झाड वाढेनासे झाले..त्यामुळे मग त्यांनी ते झाड तिथून काढले आणि इतर ठिकाणी लावले..त्याला पाणी देऊन
खत देऊन ते जिवंत राहील याची पूर्ण खबरदारी त्यांनी घेतली...आणि तीन आठवड्यापूर्वी त्याला तुरा आला..Conclusion:आपल्या झाडाला आता नारळ येणार या आनंदात त्यांनी डोहाळे जेवनाचा कार्यक्रम ठेवण्याचे निश्चित केले..त्यानंतर ओटीभरणासाठी मैत्रिणींना बोलावले..
झाडाला साडी नेसवून शृंगार केला..डोहाळे गीत गात एखाद्या गर्भार बाईचे जसे ओटीभरण होते, अगदी तसेच ओटीभरण नीता यांनी झाडाचे केले...
Last Updated : Aug 28, 2019, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.