ETV Bharat / bharat

ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର

ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର । ଜାଣନ୍ତୁ କାରଣ। ଅଧିକ ପଢନ୍ତୁ....

author img

By

Published : Jun 21, 2020, 7:28 PM IST

Baba Mahakala's doors are open even during solar eclipse
ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର

ଭୋପାଳ: ରବିବାର ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ସୂର୍ଯ୍ୟପରାଗ ଯୋଗୁଁ ବିଭିନ୍ନ ଦେବାଳୟ ବନ୍ଦ ରହିଥିବା ବେଳେ ଉଜ୍ଜୟନୀ ମହାକାଳ ମନ୍ଦିରର ଦ୍ବାର ଭକ୍ତଙ୍କ ପାଇଁ ଖୋଲା ରହିଛି । ଏପରିକି ଗ୍ରହଣ ସମୟରେ ମହାକାଳଙ୍କ ପୂଜାନୀତି ଚାଲିଛି । କେବଳେ ଦିନ 10ଟାରେ ହେବାକୁ ଥିବା ଆଳତୀ ବନ୍ଦ ରହିଥିବା ବେଳେ ସମସ୍ତ ପୂଜାନୀତି ସୁରୁଖୁରୁରେ ଚାଲୁଛି । ଗ୍ରହଣ ସମୟରେ ଉଜ୍ଜୟନୀ ମହାକାଳଙ୍କୁ ପୂଜକ ନ ସ୍ପର୍ଶ କରି ଦୁରରେ ରହି ପୂଜା କରିବା ସହ ଭକ୍ତମାନେ ମଧ୍ୟ ଦେବତାଙ୍କୁ ଦୁରରେ ରହି ଦର୍ଶନ କରୁଛନ୍ତି । ତେବେ ଏହି ଗ୍ରହଣ ସମୟରେ, ଯେଉଁ ରାଶି ଗୁଡିକ ଉପରେ ଖରାପ ପ୍ରଭାବ ରହିବା ସେହି ରାଶିର ଲୋକମାନେ ମହାକାଳଙ୍କ ଦର୍ଶନ କଲେ ରିଷ୍ଟ ଖଣ୍ତନ ହୁଏ ବୋଲି ବିଶ୍ବାସ ରହିଛି।

ତେବେ, କାଳ ଉପରେ ଆଧିପତ୍ୟ ଯିଏ କରିଥାନ୍ତି ସେ ହେଉଛନ୍ତି ମହାକାଳ । ଯାହାଙ୍କ ପାଖରେ ମୃତ୍ୟୁ ହାରମାନିଥାଏ ତାଙ୍କ ମନ୍ଦିର ଉପରେ ପ୍ରଭାବ ପଡି ନ ଥାଏ । ଏହି ବିଶ୍ବାସ ରହିଥିବାରୁ ମନ୍ଦିର ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଖୋଲା ରହେ। ଅନ୍ୟପକ୍ଷରେ କୋରୋନା ସଂକ୍ରମଣ ହେତୁ ଶିପ୍ରା ନଦୀର ଘାଟରେ ଭକ୍ତଙ୍କୁ ଗୋଧୋଇବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.