ETV Bharat / bharat

ପୁଣି ସୁପ୍ରିମକୋର୍ଟକୁ ଯିବ ଅଯୋଧ୍ୟା ମାମଲା - ayodhya ramjanmbhoomi case

ବାବରୀ ମସଜିଦର ଧ୍ବଂସାବଶେଷ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବ ମୁସଲିମ ପକ୍ଷ । ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ବାବରୀ ମସଜିଦ ଆକ୍ସନ କମିଟି । ଅଧିକ ପଢନ୍ତୁ...

ayodhya-ramjanmbhoomi
ଅଯୋଧ୍ୟା ମାମଲା
author img

By

Published : Feb 7, 2020, 12:19 PM IST

ନୂଆଦିଲ୍ଲୀ: ପୁଣିଥରେ ସୁପ୍ରିମକୋର୍ଟକୁ ଯିବ ଅଯୋଧ୍ୟା ରାମ ଜନ୍ମଭୂମି ମାମଲା । ବାବରୀ ମସଜିଦର ଧ୍ବଂସାବଶେଷ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବ ମୁସଲିମ ପକ୍ଷ । ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ବାବରୀ ମସଜିଦ ଆକ୍ସନ କମିଟି ।

ରାମ ମନ୍ଦିର ନିର୍ମାଣ ପୂର୍ବରୁ ସେଠାରେ ଥିବା ବାବରୀ ମସଜିଦର ଧ୍ବଂସାବଶେଷ ସେମାନଙ୍କୁ ହସ୍ତାନ୍ତର କରିବାକୁ ଏହି ଯାଚିକା ଜରିଆରେ ଆବେଦନ କରିବ ମୁସଲିମ ପକ୍ଷ । ବରିଷ୍ଠ ଆଇନଜୀବୀ ରାଜୀବ ଧାୱନ ସେମାନଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିବେ। ଏନେଇ ଆଗାମୀ ସପ୍ତାହରେ ଏକ ବୈଠକ ମଧ୍ୟ ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ 2019 ଡିସେମ୍ବର ମାସରେ ଏହି କମିଟି ବାବରୀ ମସଜିଦର ଧ୍ବଂସାବଶେଷ ଉପରେ ନିଜ ଅଧିକାର ସାବ୍ୟସ୍ତ କରିଥିଲା।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.