ETV Bharat / bharat

ଅଯୋଧ୍ୟା ମାମଲା: ସିଧାପ୍ରସାରଣକୁ ନେଇ ସେପ୍ଟମ୍ବର 16ରେ ହେବ ଶୁଣାଣି

author img

By

Published : Sep 11, 2019, 6:00 PM IST

ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ ସିଧାପ୍ରସାରଣକୁ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ବିଚାରକ କେଏନ ଗୋବିନ୍ଦାଚାର୍ଯ୍ୟଙ୍କ ଦ୍ବାରା କରାଯାଇଥିବା ଆବେଦନ ଉପରେ ଆସନ୍ତା 16 ତାରିଖ ଶୁଣାଣି କରିବେ ସୁପ୍ରିମକୋର୍ଟ।

ଫାଇଲ ଫଟୋ

ଅଯୋଧ୍ୟା: ରାମ ଜନ୍ମଭୂମି ମାମଲାରେ ସିଧାପ୍ରସାରଣକୁ ନେଇ ହୋଇଥିବା ଆବେଦନ ଉପରେ ସେପ୍ଟମ୍ବର 16 ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏ ମାମଲାରେ ହେବାକୁ ଥିବା ଶୁଣାଣିର ସିଧାପ୍ରସାରଣ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ବିଚାରକ କେଏନ ଗୋବିନ୍ଦାଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।

କୋର୍ଟଙ୍କ ସେପ୍ଟେମ୍ବର 2018ରେ ଆସିଥିବା ନିଷ୍ପତ୍ତିକୁ ଦର୍ଶାଇ ଅଦାଲତର ଶୁଣାଣିର ସିଧାପ୍ରସାରଣ ହୋଇପାରିବ ବୋଲି ଗୋବିନ୍ଦାଚାର୍ଯ୍ୟ ନିଜ ଆବେଦନରେ ଦର୍ଶାଇଛନ୍ତି।ଗତ 6 ତାରିଖରେ ଜଷ୍ଟିସ ଆର.କେ ନରୀମନ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧିନ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧିନ 5 ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରୁଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.