ETV Bharat / bharat

ଦୀପାବଳୀ ଉତ୍ସବ: ଅଯୋଧ୍ୟାରେ ଜଳିବ ସାଢେ 5ଲକ୍ଷ ଦୀପ - ଅଯୋଧ୍ୟାର ସରୁଜୁ ଘାଟ

ପବିତ୍ର ଦୀପାବଳୀ ପାଇଁ ଉତ୍ସବ ମୁଖର ସାରା ଦେଶ । ଏହି ଅବସରରେ ଧାର୍ମିକ ନଗରୀ ଅଯୋଧ୍ୟାରେ ଆୟୋଜିତ ହୋଇଯାଇଛି ବିଶେଷ କାର୍ଯ୍ୟକ୍ରମ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 26, 2019, 12:20 PM IST

ହାଇଦ୍ରାବାଦ: ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସାରା ଦେଶ ଚଳଚଞ୍ଚଳ । ଏହା ହିନ୍ଦୁଙ୍କର ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ସାଧାରଣତଃ ସବୁ ଧର୍ମାବଲମ୍ବୀ ଲୋକେ ଏହାକୁ ପାଳନ କରିଥାନ୍ତି । ପୁରାଣରେ ବର୍ଣ୍ଣିତ ଅଛି ଏହି ଦିନ ଭଗବାନ ରାମଚନ୍ଦ୍ର ଲଙ୍କା ଜୟ କରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଉ ପ୍ରଭୁଙ୍କ ଅଯୋଧ୍ୟାବାସୀ ଦୀପ ଜଳାଇ ସ୍ବାଗତ କରିଥିଲେ।

ଦୀପାବଳୀ ଉପଲକ୍ଷେ ଅଯୋଧ୍ୟାରେ ଆୟୋଜିତ ହୋଇଛି ଦୀପ ମହୋତ୍ସବ। ଶନିବାର ଅଯୋଧ୍ୟାର ସରୁଜୁ ନଦୀ ଘାଟରେ ଏକକାଳୀନ ପ୍ରାୟ ସାଢେ 5 ଲକ୍ଷ ଦୀପ ପ୍ରଜ୍ଜଳିତ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.