ETV Bharat / bharat

ପାର୍କିଂ ଫି’ରୁ ମୁକ୍ତି ପାଇଁ ପ୍ଲାନ, ନମ୍ବର ପ୍ଲେଟରେ ମୁଖ୍ୟମନ୍ତ୍ରୀଙ୍କ ନାଁ

ଟ୍ରାଫିକ ପୋଲିସକୁ ଚକମା ଓ ପାର୍କିଂ ଫି’ରୁ ବର୍ତ୍ତିବାକୁ ବ୍ୟାଙ୍କିଙ୍କ ଅଭିନବ ପ୍ରୟାସ। ଗାଡିର ନମ୍ବର ପ୍ଲେଟରେ ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ । ଅଧିକ ଖବର ପଢନ୍ତୁ...

ପାର୍କିଂ ଫିରୁ ମୁକ୍ତି ପାଇଁ ପ୍ଲାନ
author img

By

Published : Oct 23, 2019, 8:23 PM IST

ନୂଆଦିଲ୍ଲୀ: ପାର୍କିଂ ଫି’ରୁ ବର୍ତ୍ତିବା ପାଇଁ ଅନେକ ସମୟରେ ଲୋକେ ପୋଲିସ, ପ୍ରେସ ଓ ବିଧାୟକଙ୍କ ନାଁ ଲେଖିଥାନ୍ତି। କିନ୍ତୁ ହାଇଦ୍ରାବଦାର ଜଣେ ବ୍ୟକ୍ତି ଯାହା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ପାର୍କିଂ ଚାର୍ଜରୁ ବର୍ତ୍ତିବାକୁ ବ୍ୟକ୍ତି ଜଣକ ଗାଡିର ନମ୍ବର ପ୍ଲେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ନାଁ ଲେଖିଛନ୍ତି।

ସେ ଏହିପରି ଭାବେ କାରର ଆଗରେ ଓ ପଛରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖିଛନ୍ତି। ହେଲେ 19 ଅକ୍ଟେୋବେରରେ ଟ୍ରାଫିକ ପୋଲିସ ଜାଣିବାକୁ ପାଇଲା ଯେ ଏହି କାରଟି ଜେଡିମେଲ୍ଟା ଅଞ୍ଚଳର। ସୂଚନା ଅନୁସାରେ, ବ୍ୟକ୍ତିଜଣକ ହେଲେ ଏମ.ହରି ରାକେଶ । ସେ ଆନ୍ଧ୍ରପ୍ରଦେଶ ଗୋଦାବରୀର ବାସିନ୍ଦା। ଯିଏକି ସିଏମ ଜଗନଙ୍କ ନାଁ କାରରେ ଲେଖିଛନ୍ତି। ବ୍ୟକ୍ତି ଜଣକ ପୋଲିସକୁ କହିବା ଅନୁସାରେ ଟ୍ରାଫିକ ପୋଲିସ ଓ ଟୋଲ ଟ୍ୟାକ୍ସରୁ ମୁକ୍ତି ପାଇବା ପାଇଁ ମୁଁ ଏପରି କରିଛି। ବର୍ତ୍ତମାନ ପରିସ୍ଥିତିରେ ପୋଲିସ ଉକ୍ତ ଗାଡିଟିକୁ ଜବତ କରିବା ସହ ଠକାମି ଅଭିଯୋଗରେ ରାକେଶଙ୍କ ନାଁରେ ଏକ ମାମଲା ଦାଏର କରିଛି।

Intro:Body:

Test 3  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.