ETV Bharat / bharat

ଜାଣନ୍ତୁ କେଉଁଠୁ ମିଳିଲା ସବୁଠୁ ବଡ କୋବି - cabbage,

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଏମିତି ଏକ କୋବି ଏବେ ସାମନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରୋଜମ୍ୟାରି ନରଉଡ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ସିନ କାଡମ୍ୟାନଙ୍କ ସହ ମିଶି କୋବି ଚାଷ କରିଥିଲେ ।

ଭାଇରାଲ ଫଟୋ
author img

By

Published : Feb 16, 2019, 4:03 PM IST

ମେଲବୋର୍ଣ୍ଣ: ଆପଣ ବଜାରରେ ବିକ୍ରି ହେଉଥିବା ଛୋଟ ବନ୍ଧାକୋବି ନିଶ୍ଚୟ ଦେଖିଥିବେ ଖାଇମଧ୍ୟ ଥିବେ । ହେଲେ ଏପରି କୋବି କେବେ ଖାଇବା ତ ଦୂରର କଥା । କେବେ ଦେଖିନଥିବେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଏମିତି ଏକ କୋବି ଏବେ ସାମନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ମେଲବୋର୍ଣ୍ଣର ରୋଜମ୍ୟାରି ନରଉଡ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ସିନ କାଡମ୍ୟାନଙ୍କ ସହ ମିଶି କୋବି ଚାଷ କରିଥିଲେ । ଏହି ଚାଷ ପାଇଁ ଦୁହିଁଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ସବୁଠାରୁ ବଡ ବନ୍ଧାକୋବି ଉତ୍ପାଦନ କରିଥିଲେ । ଗତବର୍ଷ ଏପ୍ରିଲ ମାସରୁ ଏହି ଦମ୍ପତି ଇକୋ ଟୁରିଜିମ ଗେଷ୍ଟ ହାଉସରେ କରିଥିଲେ ଏହି କୋବି ଚାଷ।

ତେବେ ଏହି ବାବଦରେ ରୋଜମ୍ୟାରି କହିଛନ୍ତି, ଭଲ ପାଗ, ଯଥେଷ୍ଟ ବର୍ଷା ଏବଂ ଉପଯୁକ୍ତ ପ୍ରଣାଳୀରେ ଚାଷ ଯୋଗୁଁ ଏହି କୋବି ଉତ୍ପାଦନ ସମ୍ଭବ ହୋଇପାରିଛି ।

SLUG-AMIT SAHA PROGRAMME CANCELED.
FORMAT-AVB
REPORTER-BADSAH JUSMAN RANA
DATE- 15-02-19
PLACE-SAMBALPUR-

ANCHOR-  ଆଜି ସମ୍ବଳପୁର ରେ ହେବାକୁ ଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଗତ କାଲି  ଜାମ୍ବୁ କାଶ୍ମୀରର ଫୁଲବାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 42 ଯବାନ ଶହୀଦ ହେବ ପରେ ଅମିତ ସାହା ଙ୍କ ଗସ୍ତ ବାତିଲ ହୋଇଥିବାର ସ୍ଥାନୀୟ ବିଜେପି ନେତା ମାନେ ସୂଚନା ଦେଇଛନ୍ତି। ତେବେ ସବୁ ପ୍ରସ୍ତୁତି ସାରିଯାଇଥିବାରୁ ଆଜି ଏହି ଶଭାକୁ ସଙ୍କଳ୍ପ ଓ ଶ୍ରଦ୍ଧାଞ୍ଜଳି ସଭା ଭାବେ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ନେତା ମାନେ କହିଛନ୍ତି। ତେବେ ଆଜିର ଏହି ସଭାରେ ସମ୍ବଲପୁର,ସୁନ୍ଦରଗଡ଼,ବରଗଡ଼ ଓ ଢେଙ୍କାନାଳ ଲୋକସଭା ସିଟର ବିଜେପି କର୍ଯ୍ୟକର୍ତା ସମ୍ବଲପୁର ଆସିଛନ୍ତି।

ବାଇଟ-1-ରବି ନାୟକ, ବିଜେପି ବିଧାୟକ, କୁଚିଣ୍ଡା।
ବାଇଟ-2- ରୁଦ୍ର ପାଣି, ବିଜେପି ନେତା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.