ETV Bharat / bharat

ଆସାମ ବନ୍ୟା ସ୍ଥିତି, ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି - assam flood

ସ୍ବାଭାବିକ ହେଉଛି ଆସାମର ବନ୍ୟା ସ୍ଥିତି । 17 ଜିଲ୍ଲାର 4 ଲକ୍ଷ ଲୋକେ ପ୍ରଭାବିତ । 32,028 ହେକ୍ଟର ଫସଲ ନଷ୍ଟ । ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି । ଅଧିକ ପଢନ୍ତୁ....

Assam situation limps towards normalcy, 4 lakh still affected
ସୁଧୁରୁଛି ଆସାମର ବନ୍ୟା ସ୍ଥିତି: ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି
author img

By

Published : Aug 4, 2020, 9:22 AM IST

ଗୌହାଟୀ : ସ୍ବାଭାବିକ ହେଉଛି ଆସାମର ବନ୍ୟା ସ୍ଥିତି । ବନ୍ୟା ସ୍ଥିତିରେ ସୁଧାର ଆସୁଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କମିନି। 17 ଜିଲ୍ଲାର 4 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି ପାଇଛି । 32,028 ହେକ୍ଟର ଫସଲ ନଷ୍ଟ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମୁଖ୍ୟଙ୍କ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର 7 ଟି ଜିଲ୍ଲା ଗୋଲପାରା 172,866, ମୋରିଗାଓଁ 48,198, ବଙ୍ଗାଇଗାଓଁ 49,815, ଦକ୍ଷିଣ ସଲମାରା 23,104, ବକସା 16,000, ଗୋଲାଘାଟ 14,700 ଓ ବାରପେଟା 14,427ର ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ପାଞ୍ଚଟି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବ୍ରହ୍ମପୁତ୍ର ନଦୀ ପ୍ରବାହିତ ହେଉଛି । ସୋନିତପୁରରେ ଜିଆବରେଲୀ ଓ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 150 ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ 172 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଏ-ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୌଜନ୍ୟ @ IANS

For All Latest Updates

TAGGED:

assam flood
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.