ETV Bharat / bharat

କୋରୋନା ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିଲେ ଆସାମ ମୁଖ୍ୟମନ୍ତ୍ରୀ - ସର୍ବ ଦଳୀୟ ବୈଠକ

କୋରୋନା ସ୍ଥିତି ନେଇ ସର୍ବ ଦଳୀୟ ବୈଠକ ଡାକିଲେ ଆସାମ ମୁଖ୍ୟମନ୍ତ୍ରୀ । ଯୋଗଦେଲେ ବିଭିନ୍ନ ଦଳର ପ୍ରମୁଖ ନେତା ଓ ଦଳୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

all party meeting in asam
କୋରୋନା ସ୍ଥିତି ନେଇ ସର୍ବ ଦଳୀୟ ବୈଠକ ଡାକିଲେ ଆସାମ ମୁଖ୍ୟମନ୍ତ୍ରୀ
author img

By

Published : Apr 12, 2020, 6:29 PM IST

ଗୌହାଟୀ: କୋରୋନା ସ୍ଥିତି ନେଇ ସର୍ବ ଦଳୀୟ ବୈଠକ ଡାକିଲେ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋଓ୍ବାଲ । ବୈଠକରେ ସମସ୍ତ ବିଭାଗର ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ରାଜ୍ୟରେ କୋରୋନାର ସ୍ଥିତି ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ଆସାମରେ କୋରୋନାରେ 29 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧିନ ରଖିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭାରତରେ କୋରୋନାରେ 8356 ପଜେଟିଭ ଚିହ୍ନଟ ହୋଇଥିବା ବେଳେ 273 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.