ETV Bharat / bharat

ପ୍ରଥମ ଥର ଭୋଟ ପାଇଁ ଦେଲେ କେଜ୍ରିୱାଲଙ୍କ ପୁଅ ପୁଲକିତ - pulkit

ପ୍ରଥମ ଥର ଭୋଟ ଦେଲେ କେଜ୍ରିୱାଲଙ୍କ ପୁଅ । ଦିଲ୍ଲୀ ସିଭିଲ ଲାଇନ୍ସ ଅଞ୍ଚଳ ସ୍ଥିତ ପୋଲିଂ ବୁଥକୁ ଯାଇ ଭୋଟ ଦେଇଛନ୍ତି ସେ । ଅଧିକ ପଢନ୍ତୁ...

Arvind kejriwal son voted first time
ପ୍ରଥମ ଥର ଭୋଟ ଦେଲେ କେଜ୍ରିୱାଲଙ୍କ ପୁଅ ପୁଲକିତ
author img

By

Published : Feb 8, 2020, 10:29 PM IST

ନୂଆଦିଲ୍ଲୀ: ମା’ଙ୍କ ଆଶୀର୍ବାଦ ନେଇ ସପରିବାର ଭୋଟ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତୃତୀୟଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଦେଇଛନ୍ତି ଭୋଟ । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପୁଅ ପୁଲକିତ ।

Arvind kejriwal son voted first time
ପ୍ରଥମ ଥର ଭୋଟ ଦେଲେ କେଜ୍ରିୱାଲଙ୍କ ପୁଅ ପୁଲକିତ

ଦିଲ୍ଲୀ ସିଭିଲ ଲାଇନ୍ସ ଅଞ୍ଚଳ ସ୍ଥିତ ପୋଲିଂ ବୁଥକୁ ଯାଇ ଭୋଟ ଦେଇଛନ୍ତି । ପ୍ରଥମଥର ପାଇଁ ଭୋଟ ଦେଇଥିବା ପୁଲକିତ କହିଛନ୍ତି, ମୋତେ ଭୋଟ ପ୍ରକ୍ରିୟା ଭଲ ଲାଗିଲା । ବାପାଙ୍କ ପୁନଃ ବିଜୟ ନେଇ ପଚାରିବା ପରେ ଉତ୍ତରରେ ସେ କହିଛନ୍ତି, ଜନତା ଯାହାକୁ ଭୋଟ ଦେବେ ସେ ହିଁ ଦିଲ୍ଲୀର ମଙ୍ଗ ସମ୍ଭାଳିବେ ।

ଭୋଟ ଦେବା ପରେ କେଜ୍ରିୱାଲ ପରିବାର ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ପ୍ରଥମ ଥର ପୁଅ ଭୋଟ ଦେଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

मोहाली. खरड़-लांडरा मार्ग पर शनिवार को तीन मंजिला इमारत ढह गई। पुलिस-प्रशासन की टीम ने रेस्क्यू ऑपरेशन शुरू कर दिया है। दो लोगों को निकालकर हॉस्पिटल पहुंचाया गया है। मलबे में 5 से ज्यादा लोगों के दबे होने की आशंका है।

तीन मंजिला इमारत जेटीपीएल सिटी प्रोजेक्ट के पास थी। इमारत के बगल में एक प्लॉट की खुदाई का काम चल रहा था। पुलिस के मुताबिक- खुदाई के काम में लगे जेसीबी ऑपरेटर ने इमारत की दीवार को टक्कर मारी, इसके परिणामस्वरूप इमारत ढह गई। इमारत में एक बिल्डर का दफ्तर भी था।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.