ETV Bharat / bharat

କେଜ୍ରିୱାଲ ଭଉଣୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - କେଜ୍ରିୱାଲ ଭଉଣୀଙ୍କ

ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲଙ୍କୁ ପୁନର୍ବାର ଦିଲ୍ଲୀ ଦେଖିବ । ଏପରି ସ୍ଥିତିରେ ପରିବାରରେ ମଧ୍ୟ ଖେଳିଯାଇଛି ଖୁସୀର ଲହରୀ । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଭଉଣୀ ରଞ୍ଜନା ଗୁପ୍ତା । ଅଧିକ ପଢନ୍ତୁ..

arvind-kejriwal-sister-interview
arvind-kejriwal-sister-interview
author img

By

Published : Feb 12, 2020, 12:30 AM IST

ଦିଲ୍ଲୀ: ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟି ଦିଲ୍ଲୀ ଅକ୍ତିଆର କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଭାବରେ କେଜ୍ରିୱାଲଙ୍କୁ ପୁନର୍ବାର ଦିଲ୍ଲୀ ଦେଖିବ । ଏହା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରୁଥିବାବେଳେ ଅରବିନ୍ଦ କେଜ୍ରିୱାଲଙ୍କ ପରିବାରରେ ମଧ୍ୟ ଖେଳିଯାଇଛି ଖୁସୀର ଲହରୀ ।

କେଜ୍ରିୱାଲ ଭଉଣୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଏପରି ସ୍ଥିତିରେ କେଜ୍ରିୱାଲଙ୍କ ଭଉଣୀ ରଞ୍ଜନା ଗୁପ୍ତା ଇଟିଭି ଭାରତକୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ସେ କରିଛନ୍ତି, ଭାଇର ବ୍ୟକ୍ତିତ୍ବ ବିଷୟରେ ଛୋଟ ବେଳୁ ହିଁ ଜଣାପଡ଼ି ଯାଉଥିଲା । ସମାଜ ସେବା, ଗରୀବ ପିଲାଙ୍କୁ ମାଗଣା ପଢାଇବା ଆଦିରେ ଥିଲା ତାଙ୍କର ରୁଚି ।

ଦିଲ୍ଲୀବାସୀଙ୍କ ସ୍ବପ୍ନକୁ ଯେପରି ସେ ପୂରଣ କରିଛନ୍ତି ତାହା ଅବିଶ୍ବସନୀୟ । ମାଗଣା ଟିକିତ୍ସା, ମାଗଣା ବିଜୁଳି, ମାଗଣା ପାଣି, ମାଗଣା ଶିକ୍ଷା ଯୋଗୁଁ ପୁନର୍ବାର ଭାଇ ମୁଖ୍ୟମନ୍ତ୍ରୀ ଭାବେ ସେ ଅବତୀର୍ଣ୍ଣ ହୋଇଥିବା କହିଛନ୍ତି ଭଉଣୀ ରଞ୍ଜନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.