ETV Bharat / bharat

ଏସଭିପି ନ୍ୟାସନାଲ ପୋଲିସ ଏକାଡେମୀର 80 କର୍ମଚାରୀ କୋରୋନା ସଂକ୍ରମିତ - ଏସଭିପି ନ୍ୟାସନାଲ ପୋଲିସ ଏକାଡେମୀ

ସାରାବିଶ୍ବରେ ମହାମାରୀ କୋରୋନା କାୟା ବିସ୍ତାର କରିଥିବାବେଳେ ହାଇଦ୍ରାବାଦ ଏସଭିପି ନ୍ୟାସନାଲ ପୋଲିସ ଏକାଡେମୀର କର୍ମଚାରୀ ଏବଂ ଅଧିକାରୀଙ୍କ ସମେତ ପ୍ରାୟ 80 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଏସଭିପି ନ୍ୟାସନାଲ ପୋଲିସ ଏକାଡେମୀର 80 କର୍ମଚାରୀ କୋରୋନା ସଂକ୍ରମିତ

author img

By

Published : Sep 8, 2020, 6:54 PM IST

ହାଇଦ୍ରାବାଦ: ସାରାବିଶ୍ବରେ ମହାମାରୀ କୋରୋନା କାୟା ବିସ୍ତାର କରିଥିବାବେଳେ ହାଇଦ୍ରାବାଦ ଏସଭିପି ନ୍ୟାସନାଲ ପୋଲିସ ଏକାଡେମୀର କର୍ମଚାରୀ ଏବଂ ଅଧିକାରୀଙ୍କ ସମେତ ପ୍ରାୟ 80 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୋମବାର ସୂତ୍ରରୁ ଜଣାପଡିଛି । ସୂଚନାନୁସାରେ, ସଂକ୍ରମିତ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ପରୀକ୍ଷା କରାଯାଇଥିଲା ଏବଂ ଏବେ ସମସ୍ତଙ୍କୁ କ୍ବାରେଣ୍ଟାଇନ କରାଯାଇଛି। ତେବେ କୋରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଥିବା ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ଏହି ଆଇପିଏସ୍ ଅଧିକାରୀମାନେ ତାଲିମ କାର୍ଯ୍ୟରେ ଜଡିତ ନଥିଲେ ବୋଲି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅଧିକାରୀ କହିଛନ୍ତି ଯେ, ଆଇପିଏସ୍ ଟ୍ରେନିଂକୁ କେହି ପ୍ରଶିକ୍ଷଣ ଦେଇ ନାହାଁନ୍ତି । ପ୍ରଶାସନିକ କାର୍ଯ୍ୟ ଯାହା ଜରୁରୀ ନୁହେଁ, ତାହା ସ୍ଥଗିତ ରଖାଯାଇଛି। ” ସଂକ୍ରମିତ କର୍ମଚାରୀମାନଙ୍କୁ ବିଭିନ୍ନ ସ୍ଥାନରେ ସଙ୍ଗରୋଧରେ ରଖାଯାଇଛି ଏବଂ ସେମାନଙ୍କ ଅବସ୍ଥା ଭଲ ଅଛି ।

ତେବେ ସେପ୍ଟେମ୍ବର 4ରେ ଏକାଡେମୀ 71RR (2018) ବ୍ୟାଚ୍ ର 131 ଆଇପିଏସ୍ ପ୍ରୋବେସନର୍ସଙ୍କୁ ଏକ ଡିକ୍ସନ୍ତ ପ୍ୟାରେଡ୍ କରାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.