ETV Bharat / bharat

ପଞ୍ଜାବରୁ ସ୍ବତନ୍ତ୍ର ବିମାନରେ ବ୍ରିଟେନ ଗଲେ 270 ପ୍ରବାସୀ ଭାରତୀୟ

author img

By

Published : May 4, 2020, 8:41 AM IST

ଦେଶରେ କୋରୋନା ମୁକାବିଲା ନେଇ ଲକଡାଉନକୁ ବୃଦ୍ଧି କରାଯାଇଛି । ଏହି ପ୍ରରିପେକ୍ଷିରେ ଅନ୍ୟ ଦେଶର ନାଗରିକଙ୍କୁ ଧିରେ ଧିରେ ସେମାନଙ୍କ ଦେଶକୁ ପଠାଯାଉଛି । ଅଧିକ ପଢନ୍ତୁ...

Non-Resident Indians
ପଞ୍ଜାବରୁ ସ୍ବତନ୍ତ୍ର ବିମାନରେ ବ୍ରିଟିନ ଗଲେ 270 ପ୍ରବାସୀ ଭାରତୀୟ

ଚଣ୍ଡିଗଡ: ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଏହି ପରିସ୍ଥିତିରେ ଭାରତରେ ଫଶି ରହିଥିବା ଅନ୍ୟ ଦେଶର ନାଗରିକ ମାନଙ୍କୁ ପର୍ଯ୍ୟାୟକ୍ରମେ ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ଭାରତ ସରକାର । ତେବେ ଲଗାତାର ଭାବେ 4ର୍ଥ ଥର ବ୍ରିଟେନ ପାଇଁ ଉଡାଣ ଭରିଛି ସ୍ବତନ୍ତ୍ର ବିମାନ ।

ରବିବାର ପୁଣି ପଞ୍ଜାବର ଅମୃତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ବ୍ରିଟେନ ଅଭିମୁଖେ ଉଡାଣ ଭରିଛି । ତେବେ ପ୍ରାୟ 270 ଜଣ ପ୍ରବାସୀ ଭାରତୀୟ ବିମାନ ବନ୍ଦରରେ ପହଞ୍ଚି ପ୍ରଥମେ ଡାକ୍ତରୀ ପରୀକ୍ଷା କରାଇଥିଲେ । ଏହି ସମୟରେ ସୋସିଆଲ ଡିସଟାନ୍ସ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା । ଏହାପରେ ପ୍ରବାସୀ ଭାରତୀୟ ତାଙ୍କ କର୍ମଭୂମି ଅଭିମୁଖେ ଯାତ୍ରା କରିଛନ୍ତି ।

ସେହିପରି ଶନିବାର 271 ଜଣ ବ୍ରିଟେନ ନାଗରିକ ସ୍ବଦେଶକୁ ଫେରିଥିବାବେଳେ, ରବିବାର ପ୍ରବାସୀ ଭାରତୀୟ ମାନେ ବ୍ରିଟେନ ପାଇଁ ଉଡାଣ ଭରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.