ETV Bharat / bharat

ଜୁନ୍ 21 ରେ ଦୁର୍ଲଭ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ‘ରିଙ୍ଗ ଅଫ୍ ଫାୟାର'

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ୍ 21 ରେ ହେବାକୁ ଯାଉଛି ଏବଂ ଏହି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ‘ରିଙ୍ଗ ଅଫ୍ ଫାୟାର' ପରି ଦେଖାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜୁନ୍ 21 ରେ ଦୁର୍ଲଭ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ‘ରିଙ୍ଗ ଅଫ୍ ଫାୟାର'
ଜୁନ୍ 21 ରେ ଦୁର୍ଲଭ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ‘ରିଙ୍ଗ ଅଫ୍ ଫାୟାର'
author img

By

Published : Jun 16, 2020, 3:48 PM IST

ହାଇଦ୍ରାବାଦ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ 21 ରେ ହେବାକୁ ଯାଉଛି । ଏବଂ ଏହି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ‘ରିଙ୍ଗ ଅଫ୍ ଫାୟାର' ପରି ଦେଖାଯିବ । ଏଥିରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରି ରଖିବ। କେବଳ ସୂର୍ଯ୍ୟର ବାହ୍ୟ ଅଂଶ ହିଁ ଉଜ୍ବଳ ଦେଖାଯିବ, ଫଳରେ ଆମକୁ ସୂର୍ଯ୍ୟ ଏକ ରିଙ୍ଗ୍ ଭଳି ଦେଖାଯିବ । ତଥାପି, ‘ରିଙ୍ଗ ଅଫ୍ ଫାୟାର'ର ଏହି ଦୃଶ୍ୟ 1 ସେକେଣ୍ଡରୁ 12 ମିନିଟ ପର୍ଯ୍ୟନ୍ତ ଦେଖାଯାଏ । ଏହି ସୂର୍ଯ୍ୟପରାଗ ଭାରତୀୟ ସମୟ ସକାଳ 9 ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ରହିବ ।

ଜୁନ୍ 21 ରେ ଦୁର୍ଲଭ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ‘ରିଙ୍ଗ ଅଫ୍ ଫାୟାର'
ଜୁନ୍ 21 ରେ ଦୁର୍ଲଭ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ‘ରିଙ୍ଗ ଅଫ୍ ଫାୟାର'

ପୂର୍ଣ୍ଣପରାଗ ସକାଳ 10:17 ରେ ହେବ । ଏହି ଚନ୍ଦ୍ରଗ୍ରହଣ ଆଫ୍ରିକା, ଦକ୍ଷିଣ ପାକିସ୍ଥାନ, ଉତ୍ତର ଭାରତ ଏବଂ ଚୀନରେ ଦେଖାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୁନ୍ 21 ହେଉଛି ସବୁଠାରୁ ବଡ ଦିନ ଏବଂ ସେହି ଦିନର ସୂର୍ଯ୍ୟପରାଗ ଏକ ନିଆରା ହେବ । ପ୍ରାୟ ଏକ ବର୍ଷ ପରେ ଏଭଳି ସୁଯୋଗ ଆସିଛି ।

ଏହି ଦିନ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ 15,02,35,882 କିଲୋମିଟର ଦୂରତା ରହିବ । ଏହି ସମୟରେ ଚନ୍ଦ୍ର 3,91,482 କିଲୋମିଟର ପଥ ଅତିକ୍ରମ କରିବ । ବିଶ୍ବର ଅଧିକାଂଶ ଦେଶରେ ଏକ ବିଶ୍ବାସ ରହିଛି ଯେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ପୃଥିବୀ ପାଇଁ କ୍ଷତିକାରକ । କିନ୍ତୁ ସତ ଘଟଣା ହେଉଛି ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣ କେବଳ ଛାଇର ଖେଳ । ଉଭୟ ପୃଥିବୀ ଏବଂ ଚନ୍ଦ୍ର ସୂର୍ଯ୍ୟଙ୍କୁ ନିଜ ଅକ୍ଷରେ ବିଭିନ୍ନ କକ୍ଷପଥରେ ବୁଲୁଛନ୍ତି ।

ସୂର୍ଯ୍ୟ ସ୍ଥିର ଅଛି । ପୃଥିବୀ ଏବଂ ଚନ୍ଦ୍ରର ଯାତ୍ରା ଗତି ଭିନ୍ନ ଅଟେ । ସୂର୍ଯ୍ୟର ଆକାର ଚନ୍ଦ୍ରଠାରୁ 400 ଗୁଣ ବଡ, କିନ୍ତୁ ପୃଥିବୀଠାରୁ ସୂର୍ଯ୍ୟର ଦୂରତା ଚନ୍ଦ୍ରଠାରୁ ଅଧିକ । କ୍ରମାଗତ ଏହି ଅବଧିରେ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ, ସେତେବେଳେ ସୂର୍ଯ୍ୟକୁ ଆଚ୍ଛାଦିତ କରିଦିଏ । ଆଉ ସେତେବେଳେ ସୂର୍ଯ୍ୟରେ ଚନ୍ଦ୍ରର ଛାଇ ପଡିବା ଯୋଗୁଁ ଦିନରେ ପୃଥିବୀ ଅନ୍ଧାର ହୋଇଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.