ETV Bharat / bharat

ପୁଣି ଜଣେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ - nmc

ପଶ୍ଚିମବଙ୍ଗରେ ପୁଣି ଜଣେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ । ଏପଟେ ପଶ୍ଚିମବଙ୍ଗ ସରକାର ସୁରକ୍ଷାର ପ୍ରତିଶୃତି ଦେଇଥିବା ବେଳେ ସେପଟେ ଡାକ୍ତରଙ୍କ ରାଗ ଏହି ଘଟଣା ପରେ ଆହୁରି ବଢିଛି ।

ଫାଇଲ ଫଟୋ
author img

By

Published : Jun 16, 2019, 8:07 AM IST

କୋଲକାତା : ପୁଣି ପଶ୍ଚିମବଙ୍ଗ ଏନଏମସିର ଜଣେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ । ପୂର୍ବରୁ ଡାକ୍ତର ଆକ୍ରମଣ ଘଟାର ପ୍ରତିବାତ କରୁଥିବା ବେଳେ କିଛି ଲୋକ ଜୁନିୟର ଡାକ୍ତର ଅଭିଶେକ ସାହୁ ମଧ୍ୟ ସେହି ପ୍ରତିବାଦରେ ସାମିଲ ହୋଇଥିଲେ । ସେହି ସମୟରେ କିଛି ଲୋକ ତାଙ୍କ ଉପରକୁ ଢେଲା ପଥର ମାଡ କରିଥିଲେ ।

ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପୂର୍ବରୁ ରୋଗୀ ସେବାକୁ ନେଇ ଡାକ୍ତରଙ୍କୁ ହୋଇଥିବା ଆକ୍ରମଣର ସମାଧାନ ନହେଉଣୁ ପୁଣି ଏହି ଘଟଣା ଘଟିଥିବା ଡାକ୍ତରଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପଟେ ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଦନ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡାକ୍ତରଙ୍କ ସୁରକ୍ଷା ସହ ଘଟଣାର ସମାଧାନ କରିବା ପାଇଁ କହିଛନ୍ତି । ଏନେଇ ମମତା ମଧ୍ୟ ନରମିଛନ୍ତି । ପ୍ରେସ କନଫରେନ୍ସ ମାଧ୍ୟମରେ ଡାକ୍ତରଙ୍କ ସୁରକ୍ଷା ସହ ଏହି ଘଟଣାର ସମାଧାନ କରିବେ ବୋଲି କହିଛନ୍ତି । ଡାକ୍ତରଙ୍କ ଯାହା ବି ଦାବି ରହିଛି ସବୁ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Intro:Body:

fafa

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.