ETV Bharat / bharat

ମଧ୍ୟାହ୍ନ ଭୋଜନରେ ରୁଟି-ଲୁଣ ପରେ ପଶୁଙ୍କ ଚର୍ବି - animal fat used in mid day meal in madhyapradesh school

କିଛିଦିନ ତଳେ ଉତ୍ତରପ୍ରଦେଶର ବିଦ୍ୟାଳୟରେ ପିଲା ରୁଟି ସହ ଲୁଣ ଖାଉଥିବା ଚର୍ଚ୍ଚାକୁ ଆସିଥିଲା । ଏବେ ମଧ୍ୟପ୍ରଦେଶରେ ମଧ୍ୟାହ୍ନ ଭୋଜନରେ ରନ୍ଧାଯାଉଛି ପଶୁଙ୍କ ଚର୍ବି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 25, 2019, 8:28 AM IST

ଭୋପାଳ: ପିଲାଙ୍କୁ ସୁଷମ ଖାଦ୍ୟ ଓ ଭଲ ଶିକ୍ଷା ଦେବା ପାଇଁ ଅବିଭାବକ ବିଦ୍ୟାଳୟକୁ ଛାଡିଥାନ୍ତି । ହେଲେ ସୁଷମ ଖାଦ୍ୟ ବଦଳରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବି । ଏପରି ଏକ ମାମଲ ଆସିଛି ମଧ୍ୟପ୍ରଦେଶରୁ । ଏଠାରେ ଥିବା ଦୁଇଟି ସ୍କୁଲରେ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବି ।

ସୂଚନା ଅନୁସାରେ, ମଧ୍ୟ ପ୍ରଦେଶ ସରକାରଙ୍କ ଖାଦ୍ୟ ନିରୀକ୍ଷଣ ଟିମ ପେଥିୟା ଗାଁର ଏହି ଦୁଇ ବିଦ୍ୟାଳୟକୁ ଯାଇ ତଦନ୍ତ ପରେ ଏହା ସ୍ପଷ୍ଟ କରିଛନ୍ତି । ତେବେ ସ୍କୁଲରେ ରୋଷେଇ କରିବାର ଦାୟିତ୍ବ ସ୍ବଂୟ ସହାଯକ ଗୋଷ୍ଠୀ ନେଇଥିବା ତଦନ୍ତରୁ ଜଣାପଡିଛି । ସେମାନଙ୍କୁ ରୋଷେଇ ପାଇଁ ବର୍ତ୍ତମାନ ମନା କରାଯାଇଛି । ଖାଦ୍ୟର ନମୁନା ପରୀକ୍ଷା ପାଇଁ ପଠାଇ ଦିଆଯାଇଛି ।

କିଛି ଦିନ ତଳେ ଉତ୍ତରପ୍ରଦେଶର ବିଦ୍ୟାଳୟରେ ପିଲା ରୁଟି ସହ ଲୁଣ ଖାଉଥିବା ଚର୍ଚ୍ଚାକୁ ଆସିଥିଲା । ତେବେ ସରକାରଙ୍କ ଏହି ଯୋଜନାର ଖୋଲା ଖୋଲି ଉଲଙ୍ଘନ ହେଉଥିବା ଦେଖାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.