ETV Bharat / bharat

ମତ୍ସଜୀବୀଙ୍କୁ ସ୍ବରାଜ୍ୟକୁ ପଠାଇବାକୁ ଗୁଜୁରାଟ ସିଏମଙ୍କ ସହ କଥାହେଲେ ଆନ୍ଧ୍ର ସିଏମ

author img

By

Published : Apr 23, 2020, 2:37 PM IST

ଗୁଜୁରାଟରେ ଫସି ରହିଛନ୍ତି ଆନ୍ଧ୍ରପ୍ରଦେଶର 5 ହଜାର ମତ୍ସଜୀବୀ । ଲକଡାଉନ କାରଣରୁ ସେମାନଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡୁଛି । ଅଧିକ ପଢନ୍ତୁ...

Andhra CM
ଗୁଜୁରାଟରେ ଫଶି ରହିଛନ୍ତି ଆନ୍ଧ୍ରପ୍ରଦେଶର 5 ହଜାର ମତ୍ସଜୀବୀ

ଅମରାବତୀ: ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ ଆନ୍ଧ୍ରପ୍ରଦେଶ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କଥା ହୋଇଛନ୍ତି। ସମୁଦ୍ର ପଥଦେଇ ଯାଇ ଅଟକି ରହିଥିବା ମତ୍ସ୍ୟଜୀବୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି ।

ସୂଚନାମୁତାବକ, କୋରୋନା କାରଣରୁ ଦେଶରେ ଜାରି ହୋଇଥିବା ଲକଡାଉନ ହେତୁ କେହି କେଉଁଆଡେ ଯାତାୟତ କରିପାରୁନାହାନ୍ତି । ଯାହାକୁ ନେଇ ଅନେକ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟ ଗୁଡିକରେ ଫସି ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର 5 ହଜାର ମତ୍ସଜୀବୀ ଗୁଜୁରାଟ ସମୂଦ୍ର ଉପକୂଳେ ଫସି ରହିଛନ୍ତି । ଆଉ ସେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ନେଇ ବୁଧବାର ପିଏମଙ୍କୁ ମଧ୍ୟ ଚିଠି ଲେଖିଥିଲେ ।

ଏହି ପରିପେକ୍ଷିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଦେବାକୁ ଗୁରୁବାର ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.