ETV Bharat / bharat

ବିଶାଖାପାଟଣା ଯୁବତୀ ହତ୍ୟା ଘଟଣା: ପରିବାରକୁ 10 ଲକ୍ଷ କ୍ଷତିପୂରଣ ଘୋଷଣା - ବିଶାଖାପାଟଣା ଯୁବତୀ ହତ୍ୟା ଘଟଣା

ଶନିବାର ବିଶାଖାପାଟଣାରେ ହତ୍ୟା କରାଯାଇଥିବା 17 ବର୍ଷୀୟ ଯୁବତୀଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ। ଅଧିକ ପଢନ୍ତୁ...

ମୃତକ ପରିବାରକୁ 10 ଲକ୍ଷ  କ୍ଷତିପୂରଣ ଘୋଷଣା
ମୃତକ ପରିବାରକୁ 10 ଲକ୍ଷ କ୍ଷତିପୂରଣ ଘୋଷଣା
author img

By

Published : Nov 1, 2020, 7:11 PM IST

ଅମରାବତୀ: ମୃତ ଯୁବତୀଙ୍କ ପରିବାରକୁ 10 ଲକ୍ଷ କ୍ଷତିପୂରଣ ଘୋଷଣା କଲେ ୱାଇ ଏସ ଜଗନ ମୋହନ ରେଡ୍ଡୀ । ଶନିବାର ବିଶାଖାପାଟଣାରେ ହତ୍ୟା କରାଯାଇଥିବା 17 ବର୍ଷୀୟ ଯୁବତୀଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ।

ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି । ଆନ୍ଧ୍ର ଗୃହମନ୍ତ୍ରୀ ମେକାଠୋତି ସୁଚରିତା, ଦିଶା ସ୍ପେଶିଆଲ ଅଧିକାରୀ କ୍ରିତିକା ଶୁକ୍ଲା ଏବଂ ଦୀପିକା ପାଟିଲଙ୍କୁ ପୀଡିତାଙ୍କ ପରିବାରକୁ ଭେଟିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଯୁବତୀ ଏବଂ ମହିଳାଙ୍କୁ ଦିଶା ଆପ୍ ଡାଉନଲୋଡ କରିବା ଏବଂ ଏହାକୁ ବ୍ୟବହାର କରିବା ପାଇଁ ଶିକ୍ଷିତ କରାଯିବା ଉଚିତ୍ |

ପ୍ରକାଶ ଥାଉକି, ଶନିବାର ବିଶାଖପାଟଣାରେ ଜଣେ 17 ବର୍ଷୀୟ ଯୁବତୀଙ୍କୁ ତାଙ୍କ ପ୍ରେମିକ ଅଖିଲ ଛୁରୀ ଭୂସି ହତ୍ୟା କରିଛି । ଏହି ଘଟଣାକୁ ନେଇ ସାରି ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋରିଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.