ETV Bharat / bharat

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ: ସଂସଦକୁ ରିପୋର୍ଟ ଦେବେ ଗୃହମନ୍ତ୍ରୀ - ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଆଜି ରାଜ୍ୟସଭାରେ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ରାଷ୍ଟ୍ରପତି ଶାସନ ଦ୍ବାରା ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରିବେ।

ଫାଇଲ ଫଟୋ
author img

By

Published : Nov 20, 2019, 8:42 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଏନେଇ ରାଜ୍ୟସଭାରେ ମଙ୍ଗଳବାର ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର। ରାଷ୍ଟ୍ରପତି ଶାସନ ଦ୍ବାରା ଜଡ଼ିତ ବିଭିନ୍ନ ରିପୋର୍ଟକୁ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଉପସ୍ଥାପନ କରିବେ।

ରାଜ୍ୟରେ ଚଳିତ ବିଧାନସଭା ନିର୍ବାଚନ ପରେ କୌଣସି ମଧ୍ୟ ରାଜନୈତିକ ଦଳ ସରକାର ଗଠନ କରିବାକୁ ଥିବା ଆବଶ୍ୟକୀୟ ବହୁମତ ପାଇନାହାଁନ୍ତି। ଏପଟେ ସରକାର ଗଠନ ନେଇ ମଧ୍ୟ ରାଜ୍ୟପାଳଙ୍କୁ କୌଣସି ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇନାହିଁ। ଫଳରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ କେନ୍ଦ୍ରକୁ ସୁପାରିଶ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁମୋଦନ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମଧ୍ୟ କୌଣସି ଦଳ ସରକାର ଗଢିବାକୁ ଆବଶ୍ୟକୀୟ ବହୁମତ ଯୋଗାଡ କରିବାରେ ସକ୍ଷମ ହୋଇନାହିଁ। ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବାପରେ ଆଜି ସଂସଦରେ ଏନେଇ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.