ETV Bharat / bharat

ସନ୍ନି ଦେଓଲଙ୍କୁ ଗୁପ୍ତ ମନ୍ତ୍ରଣା ଦେଉଛନ୍ତି କି ଅମିତ ଶାହା? - ଅମିତ ଶାହା

ଶୁକ୍ରବାର ଭାଜପା ଅଧ୍ୟକ୍ଷ ଅମିତ ଶାହା ଓ ବି-ଟାଉନ୍‌ର ସନ୍ନି ଦେଓଲଙ୍କ ସହ ପୁନେ ବିମାନବନ୍ଦରରେ ଏକ ବୈଠକ କରିଥିଲେ । ଏହି ବୈଠକ ରାଜନୀତିକ ଥିଲା ନା ନାହିଁ ତାହା ଏବେ ଜଣାପଡି ନାହିଁ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@ ଟ୍ବିଟର
author img

By

Published : Apr 20, 2019, 10:30 PM IST

ନୂଆଦିଲ୍ଲୀ: ଭାଜପା ଅଧ୍ୟକ୍ଷ ଅମିତ ଶାହା ଓ ବି-ଟାଉନ୍‌ର ସନ୍ନି ଦେଓଲ ବିମାନବନ୍ଦରରେ ଏକ ବୈଠକ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର୍‌ ଧରିଛି । ଶୁକ୍ରବାର ଦିନ ଦୁହେଁ ପୁନେ ବିମାନବନ୍ଦର ଲାଉଞ୍ଜରେ ପାଖାପାଖି 5ମିନିଟ୍‌ ଯାଏଁ ବୈଠକ କରିଥିଲେ ।

  • Maharashtra: BJP President Amit Shah had a meeting with actor Sunny Deol at Pune Airport, yesterday evening. The meeting lasted for 5 minutes, at the airport lounge. pic.twitter.com/ZTJNglL1bY

    — ANI (@ANI) April 20, 2019 " class="align-text-top noRightClick twitterSection" data=" ">

ତେବେ ଏହି ବୈଠକ ରାଜନୀତିକ ଥିଲା ନା ନାହିଁ ତାହା ଏବେ ଜଣାପଡିନାହିଁ ।

ଏହା ମଧ୍ୟ ପଢନ୍ତୁ: ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଶୁଣନ୍ତୁ ବିଭିନ୍ନ ନେତାଙ୍କ ପ୍ରତିକ୍ରିୟା...

ସୂଚନାଥାଉକି, ବିଜେପିର ବରିଷ୍ଠ ନେତାମାନେ ସନ୍ନିଙ୍କ ସହ ରାଜନୀତିକୁ ନେଇ ପୂର୍ବରୁ ଚର୍ଚ୍ଚା କରିଥିବା ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଦେଓଲ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବାରେ ଇଚ୍ଛା ରଖି ନାହାଁନ୍ତି ।

ଖବରମୁତାବକ, ସନ୍ନି ଦେଓଲଙ୍କ ବାପା ମା ବିଜେପି ସହ ଜଡିତ । 2004ରେ ଧର୍ମେନ୍ଦ୍ର ଦେଓଲ ବିକାନେର ଲୋକସଭାରୁ ନିର୍ବାଚନ ଲଢି ଜୟଯୁକ୍ତ ହୋଇଥିଲେ । ପରେ ସେ ରାଜନୀତିରୁ ଅବସର ନେଇଛନ୍ତି । ଅନ୍ୟପଟେ ହେମାମାଳିନୀ 2014 ଲୋକସଭା ନିର୍ବାଚନରେ ୟୁପିର ମଥୁରାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଏହି ନିର୍ବାଚନରେ ମଧ୍ୟ ସେ ମଥୁରାରୁ ଲଢୁଛନ୍ତି ।

ତେବେ ନିର୍ବାଚନର ଏହି ଗରମାଗରମ ମାହୋଲରେ ବିଜେପି ଅଧ୍ୟକ୍ଷ ଓ ସନ୍ନି ଦେଓଲଙ୍କ ବିମାନବନ୍ଦରରେ ମେଳାପର କାରଣ ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.