ETV Bharat / bharat

‘ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା କଂଗ୍ରେସ' - amit shah attacks congerss

କଂଗ୍ରେସ ସରକାର ନିଜ କାର୍ଯ୍ୟକାଳ ସମୟରେ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ।

ଫାଇଲ ଫଟୋ
author img

By

Published : Oct 27, 2019, 1:47 AM IST

ଗାନ୍ଧୀନଗର: ଆତଙ୍କବାଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ଏବଂ ବାଲକୋଟ ଏୟାର ଷ୍ଟ୍ରାଇକ କରି ଦେଶକୁ ସୁରକ୍ଷା ପ୍ରଦାନ କରିଛନ୍ତି । କିନ୍ତୁ କଂଗ୍ରେସ ସରକାର ନିଜ କାର୍ଯ୍ୟକାଳ ସମୟରେ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ବୋଲି ଅଭିଯୋଗ କରିଛନ୍ତି ଶାହ ।

ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, କଂଗ୍ରେସ ସମୟରେ ମଉନ ବାବା (ମନମୋହନ ସିଂହ) ଆମ ପ୍ରଧାନମନ୍ତ୍ରୀ ଥିଲେ । ସେହି ସମୟରେ ଆତଙ୍କବାଦୀ ଆମ ଦେଶରେ ପ୍ରବେଶ କରି ଆମ ଯବାନଙ୍କୁ ହତ୍ୟା କରୁଥିଲେ । ତଥାପି କଂଗ୍ରେସ ଆତଙ୍କବାଦୀଙ୍କ ପ୍ରତି ନରମ ଭାବ ଦେଖାଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣର 10 ଦିନ ଭିତରେ ଆକ୍ସନ ନେଇ ପାକିସ୍ତାନର ଆତଙ୍କବାଦୀଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ କରିଥିଲେ ବୋଲି ଶାହ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.