ETV Bharat / bharat

ସତ୍ୟ ଓ ଅହିଂସାର ଉପନ୍ୟାସ, ନାୟକ ଥିଲେ ମୋହନ

1917 ଏପ୍ରିଲ । ଚମ୍ପାରଣର ମାଟି । ସତ୍ୟ ଓ ଅହିଂସାର ଏକ ଉପନ୍ୟାସର ପ୍ରୟୋଗ । ନାୟକ ଥିଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ନାମକ ଜଣେ ଅର୍ଦ୍ଧ ନଗ୍ନ ଫକୀର। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଏହାର (ସତ୍ୟାଗ୍ରହ) ପ୍ରୟୋଗରେ ସଫଳର ଉପଲବ୍ଧି ମିଳିସାରିଥିଲା । ସମାନ ଭାବେ ଭାରତରେ ମଧ୍ୟ ଏହି ବିଚାରଧରା ତାଙ୍କୁ ନୂଆ ପରିଚୟ ଦେଲା ।

author img

By

Published : Sep 22, 2019, 6:32 AM IST

ଡିଜାଇନ ଫଟୋ

1917 ଏପ୍ରିଲ । ଚମ୍ପାରଣର ମାଟି । ସତ୍ୟ ଓ ଅହିଂସାର ଏକ ଉପନ୍ୟାସର ପ୍ରୟୋଗ । ନାୟକ ଥିଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ନାମକ ଜଣେ ଅର୍ଦ୍ଧ ନଗ୍ନ ଫକୀର । ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଏହାର (ସତ୍ୟାଗ୍ରହ) ପ୍ରୟୋଗରେ ସଫଳର ଉପଲବ୍ଧି ମିଳିସାରିଥିଲା । ସମାନ ଭାବେ ଭାରତରେ ମଧ୍ୟ ଏହି ବିଚାରଧରା ତାଙ୍କୁ ନୂଆ ପରିଚୟ ଦେଲା ।

ସତ୍ୟ ଓ ଅହିଂସାର ଉପନ୍ୟାସ, ନାୟକ ଥିଲେ ମୋହନ

ଚମ୍ପାରଣର ଜଣେ କୃଷକ ରାଜକୁମାର ଶୁକ୍ଲା ଅନ୍ୟ ସମକାଳୀନ ନେତାଙ୍କ ସହ ମିଶି ଗାନ୍ଧୀଙ୍କୁ ନିଜ ଅଞ୍ଚଳକୁ ଆମନ୍ତ୍ରିତ କରିଥିଲେ । ଯଦି ଆମେ 1917ର ରାଜନୈତିକ ପ୍ରଚ୍ଛଦପଟକୁ ଅବଲୋକନ କରିବା ତେବେ ଗାନ୍ଧୀ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ନେତୃତ୍ବର ପ୍ରଥମ ଅଧ୍ୟାୟରେ ନଥିବା ଜଣାପଡିଛି । କିନ୍ତୁ ହେଲେ ବି ଦେଶର କୃଷକ ଗାନ୍ଧୀଙ୍କ ଉପରେ ଯେଉଁ ବିଶ୍ବାସ ଦେଖାଇଥିଲେ ତାହା ଉଲ୍ଲେଖନୀୟ ରହିଥିଲା । ଏ ନେଇ ଗାନ୍ଧୀ ନିଜ ଆତ୍ମକଥାରେ ଚମ୍ପାରଣକୁ ନେଇ ବିସ୍ତାରରେ ଲେଖିଥିଲେ । ସେ କହିଥିଲେ ଯେ, ଚମ୍ପାରଣରେ ‘ଅହିଂସାର ଦେବୀ’ଙ୍କ ସାମ୍ନା କରିବାକୁ ପଡିଥିଲା । ‘ସତ୍ୟାଗ୍ରହ’ର ପ୍ରଥମ ସାକ୍ଷୀ ଥିଲା ଏହି ମାଟି । 1917 ରେ ଚମ୍ପାରଣ ସତ୍ୟାଗ୍ରହ ସ୍ବତନ୍ତ୍ରତା ସଂଗ୍ରାମର ମାର୍ଗ ବଦଳାଇଦେଇଥିଲା । ଏହା ପରେ ଗାନ୍ଧୀଜୀ ରାଷ୍ଟ୍ରୀୟ ଆନ୍ଦୋଳନ ସହ କଂଗ୍ରେସରେ ମଧ୍ୟ କେନ୍ଦ୍ର ସ୍ଥାନ ହାସଲ କରିଥିଲେ ।

ଯେବେ ଗାନ୍ଧୀଜୀ ଚମ୍ପାରଣ ଆସିଥିଲେ , ସେ ଆଦୌ ଭାବିନଥିଲେ କି ଏପରି ସତ୍ୟାଗ୍ରହ ଆରମ୍ଭ କରିବେ । ଏଥିଯୋଗୁଁ ସେ ବହୁତ ଦିନ ପର୍ଯ୍ୟନ୍ତ ଏଠାରେ ରହିଥିଲେ। ଗାନ୍ଧୀଙ୍କ ଚମ୍ପାରଣ ଯାତ୍ରା ସତ୍ୟାଗ୍ରହ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଥିଲା ।

‘ସତ୍ୟାଗ୍ରହ’ ଏହି ଶବ୍ଦର ଉତ୍ପତ୍ତି ବୁଝାଇବା ପୂର୍ବରୁ ଏହା ଏକ ବିଷୟ ପାଲଟିଯାଇଥିଲା । ବିଷୟର ଅର୍ଥ ସତ୍ୟାଗ୍ରହ ଜ୍ଞାନ ଦୁନିଆରେ ଏକ ପ୍ରମୁଖ ନାଁ ହୋଇଯାଇଥିଲା । ଏପରିକି ଗାନ୍ଧୀ ମଧ୍ୟ ଏହାର ରୂପରୁ ଚିହ୍ନିପାରିନଥିଲେ । ସମସ୍ତେ ଗୁଜୁରାତି ଭାଷାରେ ଏହାର ଇଂରେଜୀ ନା ‘Passive resistance’କୁ ମାନ୍ୟତା ଦେଇଥିଲେ ।

ପ୍ରତ୍ୟେକ ନୂଆ କିମ୍ବା ମୌଳିକ ଘଟଣାକୁ ସମ୍ବେଧିତ କରିବା ପାଇଁ ଏକ ନୂଆ ଶବ୍ଦର ଆବଶ୍ୟକତା ହୋଇଥାଏ । ଗୋଟିଏ ଘଟଣା ଯାହା ତାହାର ବାସ୍ତବିକ ପ୍ରରିପ୍ରେକ୍ଷୀରେ ଯଥାର୍ଥକୁ ବ୍ୟକ୍ତ କରିପାରେ । କେବେ କେବେ ନୂଆ ଘଟଣା ପୁରୁଣା ଶବ୍ଦରେ ନୂଆ ଅର୍ଥ ଯୋଡିଥାଏ । ସେତେବଳେ ପୁରୁଣା ଶବ୍ଦ ବିସ୍ଥାପିତ ହୋଇଯାଇଥାଏ । ଆଉ ନୂଆ ଶବ୍ଦ ତାସହ ଦୃଢତାର ସହ ଯୋଡିହୋଇଯାଏ ।

ଭାରତୀୟଙ୍କ ପାଇଁ ନିଜର ସଂଘର୍ଷକୁ ପରିଭାଷିତ କରିବା ପାଇଁ ଏକ ନୂଆ ଶବ୍ଦର ଯୋଜନା କରିବା ଆବଶ୍ୟକ ରହିଛି । ହେଲେ ଗାନ୍ଧୀଜୀ ଏଥିପାଇଁ ଏକ ଉପଯୁକ୍ତ ଓ ବିଶେଷ ଶବ୍ଦର ସନ୍ଧାନ କରିପାରିନଥିଲେ । ଏଥିଯୋଗୁଁ ‘Indian Opinion’ପାଠକଙ୍କ ପାଇଁ ନାମୀ ପୁରସ୍କାରର ସହ ଏକ ପ୍ରତିଯୋଗୀତାର ଘୋଷଣା କଲେ । ଆଉ ଏହି ପୁରସ୍କାର ମଦନଲାଲ ଗାନ୍ଧୀ ଜିତିଥିଲେ । ସେ ସତ + ଆଗ୍ରହ ଶବ୍ଦର ସଂଶ୍ଲେଷଣ କରି ସତଗ୍ରାହ ଶବ୍ଦକୁ ବାଛିଥିଲେ । ଏଥିରେ 'y’ ଅକ୍ଷର ଯୋଡିଦେଇ ଗାନ୍ଧୀଜୀ ସତ୍ୟାଗ୍ରହ ଶବ୍ଦ ସୃଷ୍ଟି କରିଥିଲେ । ଏହା ପରେ ସଂଘର୍ଷର ପରିଭାଷା ଗୁଜୁରାତି ଭାଷାରେ ‘ସତ୍ୟାଗ୍ରହ’ ନାମରେ ବୁଝାଗଲା । ଶେଷରେ ସମଗ୍ର ଦେଶରେ ଏହା ସମ୍ପ୍ରସାରିତ ହୋଇ ଅହିଂସା ଆନ୍ଦୋଳର ବଡ ଖୁରାକ ବନିଯାଇଥିଲା ।

ଦକ୍ଷିଣ ଆଫ୍ରିକାରେ ‘ସତ୍ୟାଗ୍ରହ’ ପରେ ଏହା ସ୍ପଷ୍ଟ ହୋଇଗଲା ଯେ, ଗାନ୍ଧୀଙ୍କ ବିଚାର ସତ୍ୟ ଓ ଅହିଂସା ଉପରେ ଆଧାରିତ । ସେ ଭାବୁଥିଲେ ସତ୍ୟାଗ୍ରହଠାରୁ ବଡ ଚ୍ୟାଲେଞ୍ଜ ଅହିଂସା । ଏ ନେଇ ବହୁ ବିତର୍କ ମଧ୍ୟ ହୋଇଛି । କିଛି ଲୋକ ସତ୍ୟାଗ୍ରହରୁ ମୂଳ ରୂପେ ଅହିଂସାର ସ୍ଥାପନା ପାଇଁ ସହମତି ନଥିଲେ । ଆଉ କେହି ଏବେ ବି ଏହାକୁ ମାନିବାକୁ ନାରାଜ ।

ଏପରିକି ଦକ୍ଷୀଣପନ୍ଥୀ ଓ ବାମପନ୍ଥୀ ଶ୍ରେଣୀର ଲୋକେ ବିରୋଧୀ ହୋଇଥିବାକୁ ବିପରୀତ ବିଚାରଧାରା ରଖିଥାନ୍ତି । ଏହି ଧାରାରେ ସ୍ବତନ୍ତ୍ରତା ସେନାନୀ ଲାଲ ଲଡପତ ରାୟ ମଧ୍ୟ ଅହିଂସାର ଅବଧାରଣା ସହ ଅସହମତ ଥିଲେ ।

ଗାନ୍ଧୀ ଅହିଂସାକୁ ଏକ ବଳଶାଳୀ ଶକ୍ତି ରୂପେ କଳ୍ପନା କରୁଥିଲେ । ସେ ଏହାକୁ ଦୃଢତା, ସାହସ, ବୀରତା ଓ ନିରଡରତାର ପ୍ରତୀକ ରୂପେ ସ୍ଥାପିତ କରୁଥିଲେ । ଆଉ ଏସବୁର ଯାତ୍ରା ଚମ୍ପାରଣ ଭୂମିରୁ ଆରମ୍ଭ ହୋଇଥିଲା ।

Intro:Body:

San Francisco, Sep 20 (AFP) Facebook said on Friday it suspended "tens of thousands" of apps on its platform as a result of its review on privacy practices launched following the scandal involving Cambridge Analytica.

       The review was launched in 2018 after revelations that the political consultancy hijacked personal data on millions of Facebook users and included attorneys, external investigators, data scientists, engineers, policy specialists and others, according to a Facebook statement.

     The suspensions are "not necessarily an indication that these apps were posing a threat to people," said a statement from vice president of partnerships Ime Archibong, adding that some "did not respond to our request for information."

     Archibong said the investigation "has addressed millions of apps. Of those, tens of thousands have been suspended for a variety of reasons while we continue to investigate."

     The huge social network became the subject of intense scrutiny after acknowledging in 2018 that Cambridge Analytica misappropriated personal data on tens of millions of Facebook users as part of its work for Donald Trump's presidential campaign.

     Subsequently, Facebook said it would begin reviewing all apps on the platform to determine how they used data and if they respect its privacy rules.

     "In a few cases, we have banned apps completely," Archibong said. "That can happen for any number of reasons including inappropriately sharing data obtained from us, making data publicly available without protecting people's identity or something else that was in clear violation of our policies.

     "One app banned was called myPersonality, which shared information with researchers and companies with only limited protections in place, and then refused our request to participate in an audit."

     A year ago, Facebook said it had banned some 400 apps including one called myPersonality, which according to Archibong "shared information with researchers and companies with only limited protections in place," and refused to accept an audit.

     Facebook said a recent agreement on privacy with the US Federal Trade Commission -- which included a record USD 5 billion fine -- calls for additional oversight on app developers.

     It "requires developers to annually certify compliance with our policies," Archibong said. "Any developer that doesn't go along with these requirements will be held accountable."

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.