ETV Bharat / bharat

5 ବର୍ଷରୁ କମ ବୟସ୍କଙ୍କ ବ୍ୟତୀତ ସମସ୍ତେ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ବିବିଏମପି

author img

By

Published : Oct 28, 2020, 3:09 PM IST

କୋରୋନା କାଳରେ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରି ନୂତନ ଗାଇଡଲାଇନ ଜାରି କରିଛି ବ୍ରୁହତ ବେଙ୍ଗାଲୁରୁ ମହାନଗର ପାଲିକେ(ବିବିଏମପି) । 5 ବର୍ଷରୁ କମ୍ ବୟସ୍କଙ୍କ ବ୍ୟତୀତ ସମସ୍ତେ ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରାଯାଇଛି । ଅଧିକ ପଢନ୍ତୁ...

All must wear mask in public, except children under 5
5 ବର୍ଷରୁ କମ ବ୍ୟତୀତ ସମସ୍ତେ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟାତାମୂଳକ

ବେଙ୍ଗାଲୁରୁ: କୋରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ବିଶ୍ବରେ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯାଇଛି । ଘରୁ ବାହାରକୁ ବାହାରିଲେ ସମସ୍ତେ ମୁଁହରେ ମାସ୍କ ପିନ୍ଧିବାକୁ ସରକାର ପରାମର୍ଶ ଦେଇଛନ୍ତି । ହେଲେ ଏହାକୁ କିଛି ଲୋକ ପାଳନ କରୁଥିବା ବେଳେ କିଛି ଲୋକ ଏହି ନିୟମକୁ ଫୁ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳିଛି । ଏନେଇ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରି ନୂତନ ଗାଇଡଲାଇନ ଜାରି କରିଛି ବ୍ରୁହତ ବେଙ୍ଗାଲୁରୁ ମହାନଗର ପାଲିକେ(ବିବିଏମପି) ।

5 ବର୍ଷରୁ କମ୍ ବୟସ୍କଙ୍କ ବ୍ୟତୀତ ସମସ୍ତେ ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ କାର କିମ୍ବା ମୋଟର ସାଇକେଲରେ ଏକାକୀ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ସମେତ ସେମାନଙ୍କ ସହ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବାମୂଳକ କରାଯାଇଛି । ନିୟମ ଭଙ୍ଗ କଲେ 250 ଟଙ୍କା ଜୋରିମାନା ଆଦାୟ ହେବ ବୋଲି ବିବିଏମପି ସୂଚନା ଦେଇଛି । କୋଭିଡ ସଂକ୍ରମଣର ବିସ୍ତାରକୁ ହ୍ରାସ କରିବା ପାଇଁ ମାସ୍କ କେବେ ଏବଂ କେଉଁଠାରେ ପିନ୍ଧାଯିବା ଦରକାର, ସେ ନେଇ ଥିବା ଦ୍ବନ୍ଦ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ସହ ଯଦି ଆପଣ ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଅଛନ୍ତି ତେବେ ଥ୍ରୀ ପେୟାର ମେଡିକାଲ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଅଫିସ, କର୍ମକ୍ଷେତ୍ର, ପୂଜା ସ୍ଥାନ, ବିବାହ ସମାରୋହ ଇତ୍ୟାଦିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.