ETV Bharat / bharat

ଗ୍ୟାସ ଦରବୃଦ୍ଧିକୁ ମହିଳା କଂଗ୍ରେସର ବିରୋଧ, କାଲିଠୁ ସାରା ଦେଶରେ ବିକ୍ଷୋଭ - କାଲିଠୁ ସାରା ଦେଶରେ ବିକ୍ଷୋଭ

ଅଣ ରିହାତିପ୍ରାପ୍ତ ପେଟ୍ରୋଲିୟମ୍‌ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରିଛି ସର୍ବଭାରତୀୟ ମହିଳା କଂଗ୍ରେସ । ସେଥିପାଇଁ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଠୁ ସର୍ବଭାରତୀୟସ୍ତରରେ ଆନ୍ଦୋଳନ କରାଯିବ । ଅଧିକ ପଢନ୍ତୁ...

All India Mahila Congress to protest across the country tomorrow over hike in prices of non-subsidised Indane gas
ଗ୍ୟାସ ଦରବୃଦ୍ଧିକୁ ସର୍ବଭାରତୀୟ ମହିଳା କଂଗ୍ରେସର ବିରୋଧ, କାଲିଠୁ ସାରା ଦେଶରେ ବିକ୍ଷୋଭ
author img

By

Published : Feb 12, 2020, 5:29 PM IST

ନୂଆଦିଲ୍ଲୀ: ଅଣରିହାତିପ୍ରାପ୍ତ ପେଟ୍ରୋଲିୟମ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରିଛି ସର୍ବଭାରତୀୟ ମହିଳା କଂଗ୍ରେସ । ଏଥିପାଇଁ ସଂଗଠନ ପକ୍ଷରୁ ଆସନ୍ତା କାଲିଠୁ ସର୍ବଭାରତୀୟ ସ୍ତରରେ ବିକ୍ଷୋଭ କରାଯିବ । ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଣ୍ଡିଆନ ଅଏଲ କର୍ପୋରେସନ (IOC) ୱେବସାଇଟ ଅନୁସାରେ, ୧୪.୨ କିଲୋର ଅଣସବସିଡି ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ 149 ଟଙ୍କା ବୃଦ୍ଧି ପାଇଛି । ସେହିପରି ସମସ୍ତ ମହାନଗର ନିଗମରେ ଅଣସବସିଡି ସିଲିଣ୍ଡର ଦାମ 144.50 ଟଙ୍କାରୁ 149 ଟଙ୍କା ପର୍ଯ୍ୟନ୍ତ ବଢିଛି ।

IOC ୱେବସାଇଟ ଅନୁଯାୟୀ, ଏବେ 14 କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ, କୋଲକାତା, ମୁମ୍ବାଇରେ ଯଥାକ୍ରମେ 144.50, 149, 145 ଟଙ୍କା ବୃଦ୍ଧି ପାଇ 858.50 , 896.00 ଓ 829.50 ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ଏହାର ଦାମ 147 ଟଙ୍କା ବୃଦ୍ଧି ପାଇଁ 881 ଟଙ୍କା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.