ETV Bharat / bharat

ରାହୁଲଙ୍କ ଇସ୍ତଫା ସ୍ବୀକାର ପରେ ଭାଙ୍ଗିବ ଏଆଇସିସି

author img

By

Published : Jul 6, 2019, 5:26 PM IST

ରାହୁଲ ଗାନ୍ଧୀଙ୍କ ଇସ୍ତଫା ଗ୍ରହଣ ପରେ ଆପଣାଛାଏଁ ଭାଙ୍ଗିଯିବ ଅଖିଳ ଭାରତୀୟ କଂଗ୍ରେସ କମିଟି । ବହୁତ ଶୀଘ୍ର କଂଗ୍ରେସର କାର୍ଯ୍ୟକାରିଣୀ କମିଟିର ବୈଠକ ବସିବାକୁ ଯାଉଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ରାହୁଲ ଗାନ୍ଧିଙ୍କ ଇସ୍ତଫା ସ୍ବୀକାର କରିବା ପରେ ଆପଣାଛାଏଁ ଭାଙ୍ଗିଯିବ । କାରଣ କଂଗ୍ରେସରେ ଯେଉଁ ନେତାମାନେ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷ ପଦରେ ଥିବା ସମୟରେ ସାଙ୍ଗଠନିକ ପଦରେ ଥିଲେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ରାହୁଲଙ୍କ ଇସ୍ତଫା ସହିତ ଜଡିତ ରହିଛି ।

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଦେବା ସତ୍ତ୍ବେ ମଧ୍ୟ କଂଗ୍ରସ ନତା ତାଙ୍କୁ ଅଧକ୍ଷ ଭାବେ ସମ୍ବୋଧନ କରୁଛନ୍ତି । ଯେପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଇସ୍ତଫା ଗ୍ରହଣ କରିନାହିଁ ସେ ଯାଏଁ ରାହୁଲ ଅଧ୍ୟକ୍ଷ ବୋଲି କଂଗ୍ରେସ ନେତା କହିଛନ୍ତି ।

କଂଗ୍ରେସ ବହୁତ ଶିଘ୍ର କାର୍ଯ୍ୟକାରିଣୀ କମିଟିର ବୈଠକ ଡାକିବାକୁ ଥିବା ବେଳେ ଏଥିରେ ସର୍ବପ୍ରଥମେ ରାହୁଲଙ୍କ ଇସ୍ତଫା ସ୍ବୀକାର କରାଯିବ । ପରେ ନୂଆ ଅଧ୍ୟକ୍ଷ ଚୟନକୁ ନେଇ ଚର୍ଚ୍ଚା ହେବ । କିନ୍ତୁ ପାର୍ଟିର ନିୟମ ଅନୁସାରେ ରାହୁଲଙ୍କ ଇସ୍ତଫା ଗ୍ରହଣ ହେବା ମାତ୍ରେ ହିଁ ରାଷ୍ଟ୍ରୀୟ ମହା ସଚିବ, ସେଲ ଅଧ୍ୟକ୍ଷ ସମେତ ସମ୍ପୂର୍ଣ୍ଣ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ସେହି କ୍ଷଣି ଭଙ୍ଗ କରି ଦିଆଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.