ETV Bharat / bharat

ପୋଲିସ ଉପରେ ମଦ ମାଫିଆଙ୍କ ଆକ୍ରମଣ, ଦୁଇ ଆହତ

author img

By

Published : Nov 4, 2019, 11:01 AM IST

ମଧ୍ୟପ୍ରଦେଶ ପୋଲିସ ଉପରେ ମଦ ମାଫିଆଙ୍କ ଆକ୍ରମଣ । ଆକ୍ରମଣରେ ଦୁଇ ଜଣ ପୋଲିସ ଆହତ । ସେପଟେ ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସର ଖୋଳତାଡ ଆରମ୍ଭ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଭୋପାଳ: ମଧ୍ୟପ୍ରଦେଶ ପୋଲିସ ଉପରେ ମଦ ମାଫିଆଙ୍କ ଆକ୍ରମଣ । ଆକ୍ରମଣରେ ଦୁଇ ଜଣ ପୋଲିସ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରବିବାର ରାତିରେ ମୁରେନା ଜିଲ୍ଲାର ସୁମାବଳୀ ଅଞ୍ଚଳରେ ଚୋରା ମଦ ଜବତ କରିବାକୁ ଯାଇଥିବା ପୋଲିସଙ୍କ ଉପରେ ମଦ ମାଫିଆମାନେ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ ପରେ ପୋଲିସ ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ।

ପୋଲିସ ଉପରେ ମଦ ମାଫିଆଙ୍କ ଆକ୍ରମଣ, ଦୁଇ ଆହତ

ସୂଚନା ଥାଉକି, ମାସେ ପୂର୍ବରୁ ମଦ ଜବତ କରିବାକୁ ଯାଇଥିବା ବାନମୋର ପୋଲିସ ଉପରେ ମଧ୍ୟ ଏପରି ଅତର୍କିତ ଆକ୍ରମଣ ହୋଇଥିଲା । ଯେଉଁଥିରେ ଥାନାଧିକାରୀ ସହିତ ତିନି ଜଣ ପୋଲିସ ଆହତ ହୋଇଥିଲେ ।

Intro:एंकर - मुरैना जिले में बदमाशों के हौसले किस कदर बुलंद है इसका अंदाजा इसी से लगाया जा सकता है कि बदमाश पुलिस पर लगातार हमला कर रहे है। सुमावली थाना क्षेत्र में शराब पकड़ने गई पुलिस पार्टी पर शराब माफियाओं ने हमला कर दिया घटना रविवार की देर रात की है। हमले में दो आरक्षक घायल है गंभीर रूप से घायल एक आरक्षक को जिला अस्पताल में इलाज के लिए भर्ती कराया गया है। पुलिस ने आरोपियों के खिलाफ मामला दर्ज कर तलाश शुरू कर दी है । इसी तरह शराब माफियाओं ने एक माह पहले भी शराब पकड़ने गई बानमौर थाना पुलिस पर हमला किया था।जिसमें थाना प्रभारी सहित तीन आरक्षक घायल हुए थे।

Body:वीओ - जिला अस्पताल में भर्ती सुमावली थाने में पदस्थ आरक्षक संदीप राठौर ने बताया सुमावली इलाके के रुअर फाटक के पास शराब लेकर कुछ लोगों की होने की सूचना मिली थी। आरक्षक सुनील के साथ संदीप राठौर बाइक से मौके पर गया वहां पहुंचते ही शराब माफिया के चार पांच लोगों ने लाठी-डंडों से दोनों आरक्षकों पर हमला कर दिया हमले में संदीप राठौर को गंभीर रूप से घायल हुआ है। उसका साथी आरक्षक ने जिला अस्पताल में भर्ती कराया है हमले की खबर के बाद अस्पताल में ना थाना प्रभारी और ना जिला मुख्यालय से कोई वरिष्ठ अधिकारी अस्पताल पहुंचा।डॉक्टर का कहना है कि आरक्षक के शरीर मे पांच छे जगह चोटें आई है। पैर में चोट अधिक है वेसे हालात ठीक है।

Conclusion:बाइट - महेश शर्मा - डॉक्टर जिला अस्पताल मुरैना।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.