ETV Bharat / bharat

ଦୁଷ୍କର୍ମକାରୀକୁ ଦିଆଯିବ ନପୁଂସକ ଇଞ୍ଜେକ୍ସନ

ଦୁଷ୍କର୍ମକୁ ରୋକିବାକୁ ନୂଆ ପ୍ରୟାସ । ଦୋଷୀକୁ ଦିଆଯିବ ନପୁଂସକ ହେବାର ଇଞ୍ଜେକ୍ସନ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 13, 2019, 2:47 PM IST

ନୂଆଦିଲ୍ଲୀ: ଆମେରିକାର ଅଲବାମା ରାଜ୍ୟରେ ଏବେ ଦୁଷ୍କର୍ମକାରୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ରାଜ୍ୟରେ ଯୌନ ଶୋଷଣ କରୁଥିବା ଦୋଷୀକୁ ନପୁଂସକ ହେବାର ଇଞ୍ଜେକସନ ଓ ଔଷଧ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଅଲବାମାର ଗଭର୍ଣ୍ଣର କାୟ ଇବେ ।

କେମିକାଲ କେଷ୍ଟ୍ରେସନ କାନୁନରେ 13 ବର୍ଷରୁ କମ ବୟସର ନାବାଳିକା ବିରୋଧରେ ଯଦି ଯୌନ ଶୋଷଣର ଅଭିଯୋଗ ଆସେ ତେବେ ଦୋଷୀଙ୍କୁ ନପୁଂସକ ହେବାର ଇଞ୍ଜେକ୍ସନ ଦିଆଯିବ ।

ସୂଚନାମୂତାବକ, ଯେଉଁ ବ୍ୟକ୍ତି ଦୋଷୀ ଭାବେ ଜଣାଯାଏ ସେ ନିଜେ ଏହି ଔଷଧ କିଣି କରି ଆଣିବ । ଆଉ ଦୋଷୀ କେତେ ପରିମାଣର ଔଷଧ ଖାଇବ ତାହାର ନିଷ୍ପତ୍ତି ଜର୍ଜ କରିବେ । ଅଲବାମାର ଦୁଇଟି ସଦନରେ ଏହା ଲାଗୁ କରାଯାଇଛି । ଏହି ଆଇନ ସେହି ଲୋକଙ୍କ ଉପରେ ଲାଗୁ ହେବ ଯେଉଁମାନେ 2019 ସେପ୍ଟେମ୍ବର 1 ତାରିଖ ପରଠାରୁ ନିଜ ଦୋଷ ସ୍ବୀକାର କରିବେ ।

ଏହି ଇଞ୍ଜେକସନ ଅପରାଧୀ ଶରୀରରେ ଟେଷ୍ଟୋଷ୍ଟେରୋନକୁ ତିଆରି ହେବାରେ ବାଧକ ସାଜିବ । ଜେଲରୁ ମୁକ୍ତି ହେବା ପୂର୍ବରୁ ଏହି ମେଡିସିନକୁ ଶେଷ କରିବାକୁ ପଡିବ । ଆଉ ମେଡିସିନକୁ କେବେ ରୋକିବାକୁ ହେବ ଏହା ଜର୍ଜ ନିଷ୍ପତ୍ତି କରିବେ । ଆଉ ଯେଉଁ ଦୋଷୀ ଏହକୁ ନେବା ପାଇଁ ମନା କରିବ ତାକୁ ଜେଲରୁ କେବେବି ମୁକ୍ତି ଦିଆଯିବ ନାହିଁ ।

ଅଲବାମା ବ୍ୟତୀତ ୟୁଏଏସର 7ଟି ରାଜ୍ୟରେ କେମିକାଲ କେଷ୍ଟ୍ରେସନକୁ ଦୁଷ୍କର୍ମକାରୀକୁ ଦିଆଯାଉଛି । ଲୁସିୟାନା ଓ ଫ୍ଲୋରିଡାରେ ଏହାର ବ୍ୟବାହର କରାଯାଉଛି । ଏହାବ୍ୟତୀତ ଏଭଳି ଦଣ୍ଡ ଦକ୍ଷିଣ କୋରିୟା ଓ ଇଣ୍ଡୋନେସିଆରେ ଦିଆଯାଇଥାଏ ।

Intro:ବନ୍ଦ କୋଠରୀ ରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କୂଟରୁ ରେ ଥିବା ଏଲ ନିସି ମିଶନ ସ୍କୁଲ ର ଏକ ବନ୍ଦ କୋଠରୀ ରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। କୁଟୁରୁ ଗ୍ରାମର ଯୋନ ନଗର ସ୍ଥିତ ଏଲ ନିସି ମିସନ ସ୍କୁଲ ରେ ସୁନ୍ଦରଗଡ଼ ଜିଲ୍ଲା ର ରୋଶନ ମୋହନ ଏକ୍କା ନାମକ ଜଣେ ଯୁବକ ଇଂରାଜୀ ଶିକ୍ଷକ ଭାବରେ କାର୍ଯରତଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଶବ ଜବତ କରିବା ସହ ,ଶବ ବ୍ୟବଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନା କୁ ପଠାଇଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ସତ୍ୟାସତ୍ୟ ଜଣା ପଡିବ,ବିଦ୍ୟାଳୟ ର ପ୍ରିନସିପାଲ କୁ ପଚାରିବାରୁ ସେ କିଛ ଦିନ ହେଲା କୌଣସି ମାନସିକ ଚାପରେ ରହିଥିବା ପ୍ରକାଶ କରିଥିଲେ । ହେଲେ ଏହା ପାରିବାରିକ ମାନସିକ ଚାପ ହୋଇ ପାରେ କିମ୍ବା ସ୍କୁଲ ର ମାନସିକ ଚାପ ହୋଇ ଥାଇ ପାରେ ବର୍ତମାନ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡିବ ,ଏନେଇ ଧର୍ମଗଡ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ପୋଲିସ।Body:ବନ୍ଦ କୋଠରୀ ରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କୂଟରୁ ରେ ଥିବା ଏଲ ନିସି ମିଶନ ସ୍କୁଲ ର ଏକ ବନ୍ଦ କୋଠରୀ ରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। କୁଟୁରୁ ଗ୍ରାମର ଯୋନ ନଗର ସ୍ଥିତ ଏଲ ନିସି ମିସନ ସ୍କୁଲ ରେ ସୁନ୍ଦରଗଡ଼ ଜିଲ୍ଲା ର ରୋଶନ ମୋହନ ଏକ୍କା ନାମକ ଜଣେ ଯୁବକ ଇଂରାଜୀ ଶିକ୍ଷକ ଭାବରେ କାର୍ଯରତଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଶବ ଜବତ କରିବା ସହ ,ଶବ ବ୍ୟବଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନା କୁ ପଠାଇଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ସତ୍ୟାସତ୍ୟ ଜଣା ପଡିବ,ବିଦ୍ୟାଳୟ ର ପ୍ରିନସିପାଲ କୁ ପଚାରିବାରୁ ସେ କିଛ ଦିନ ହେଲା କୌଣସି ମାନସିକ ଚାପରେ ରହିଥିବା ପ୍ରକାଶ କରିଥିଲେ । ହେଲେ ଏହା ପାରିବାରିକ ମାନସିକ ଚାପ ହୋଇ ପାରେ କିମ୍ବା ସ୍କୁଲ ର ମାନସିକ ଚାପ ହୋଇ ଥାଇ ପାରେ ବର୍ତମାନ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡିବ ,ଏନେଇ ଧର୍ମଗଡ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ପୋଲିସ।Conclusion:ବନ୍ଦ କୋଠରୀ ରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କୂଟରୁ ରେ ଥିବା ଏଲ ନିସି ମିଶନ ସ୍କୁଲ ର ଏକ ବନ୍ଦ କୋଠରୀ ରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। କୁଟୁରୁ ଗ୍ରାମର ଯୋନ ନଗର ସ୍ଥିତ ଏଲ ନିସି ମିସନ ସ୍କୁଲ ରେ ସୁନ୍ଦରଗଡ଼ ଜିଲ୍ଲା ର ରୋଶନ ମୋହନ ଏକ୍କା ନାମକ ଜଣେ ଯୁବକ ଇଂରାଜୀ ଶିକ୍ଷକ ଭାବରେ କାର୍ଯରତଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଶବ ଜବତ କରିବା ସହ ,ଶବ ବ୍ୟବଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନା କୁ ପଠାଇଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ସତ୍ୟାସତ୍ୟ ଜଣା ପଡିବ,ବିଦ୍ୟାଳୟ ର ପ୍ରିନସିପାଲ କୁ ପଚାରିବାରୁ ସେ କିଛ ଦିନ ହେଲା କୌଣସି ମାନସିକ ଚାପରେ ରହିଥିବା ପ୍ରକାଶ କରିଥିଲେ । ହେଲେ ଏହା ପାରିବାରିକ ମାନସିକ ଚାପ ହୋଇ ପାରେ କିମ୍ବା ସ୍କୁଲ ର ମାନସିକ ଚାପ ହୋଇ ଥାଇ ପାରେ ବର୍ତମାନ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡିବ ,ଏନେଇ ଧର୍ମଗଡ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ପୋଲିସ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.