ETV Bharat / bharat

ଆଜମଗଡରୁ ନିଖୋଜ ଅଖିଳେଶ ଯାଦବ, ଲାଗିଲା ପୋଷ୍ଟର - ନାଗରିକ ସଂଶୋଧନ ଆଇନ ଖବର

ଅଖିଳେଶ ଯାଦବଙ୍କ ନିଖୋଜ ପୋଷ୍ଟର । ସାଂସଦ ଅଖିଳେଶ ଯାଦବ 2019 ଲୋକସଭା ନିର୍ବାଚନ ପରେ ଆଜମଗଡରୁ ନିଖୋଜ ଅଛନ୍ତି । ଆଗକୁ ପଢନ୍ତୁ...

akhilesh-yadav-missing-from-his-parlamentary-constituencies-claims-posters
ଆଜମଗଡରୁ ଅଖିଳେଶ ଯାଦବଙ୍କ ନିଖୋଜ ପୋଷ୍ଟର
author img

By

Published : Feb 9, 2020, 11:23 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଜମଗଡ ସାଂସଦ ଅଖିଳେଶ ଯାଦବ ନିଖୋଜ । ନିଜ ସଂସଦ କ୍ଷେତ୍ର ଆଜମଗଡରେ 2019 ଲୋକସଭା ନିର୍ବାଚନ ପର ଠୁ ସାଂସଦ ଅଖିଳେଶ ଯାଦବ ନିଖୋଜ ଅଛନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି।

ଏହି ପୋଷ୍ଟରଟିକୁ ଉତ୍ତରପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ସେଲ ପକ୍ଷରୁ ଲଗାଯାଇଛି । ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି)କୁ ନେଇ ମୁସଲିମ ମହିଳା ମାନେ ଆନ୍ଦୋଳନ କରୁଥିବା ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଖିଳେଶ ଯାଦବ ଚୁପ କାହିଁକି ବୋଲି ପ୍ରଶ୍ନ କରାଯାଇଛି।

ସମାଜବାଦୀ ପାର୍ଟୀ ପକ୍ଷରୁ 2019 ଲୋକସଭା ନିର୍ବାଚନରେ ଆଜମଗଡ ଆସନରୁ ଅଖିଳେଶ ଯାଦବ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ବିଜୟ ହାସଲ ହେଲା ପରେ ଆଉ ଦେଖା ନାହିଁ ବୋଲି କଂଗ୍ରେସର ସଂଖ୍ୟାଲଘୁ ସେଲ ପକ୍ଷରୁ କୁହାଯାଇଛି ।

Intro:Body:

zdgh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.