ETV Bharat / bharat

କନୌଜ ବସ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ଅଖିଳେଶ

author img

By

Published : Jan 14, 2020, 3:25 PM IST

କନୌଜ ବସ ଦୁର୍ଘଟଣା ଆହତଙ୍କୁ ଭେଟିଲେ ଅଖିଳେଶ ଯାଦବ। ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ବିଗିଡିବା ସହ ଏମରଜେନ୍ସି ମେଡିକାଲ ଅଫିସର ଡିଏସ ମିଶ୍ରାଙ୍କ ଉପରେ ବର୍ଷିଲେ ସପା ମୁଖ୍ୟ। ଅଧିକ ପଢନ୍ତୁ...

khilesh yadav being angry on doctor
ଫାଇଲ ଫଟୋ

ଲକ୍ଷ୍ନୌ: ସମାଜବାଦ ପାର୍ଟି(ଏସପି) ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କନୌଜ ବସ ଦୁର୍ଘଟଣା ଆହତଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଉପସ୍ଥିତ ଥିବା ଡାକ୍ତରଙ୍କ ଉପରେ ବର୍ଷିଛନ୍ତି। ଏମରଜେନ୍ସି ମେଡିକାଲ ଅଫିସର ଡିଏସ ମିଶ୍ରାଙ୍କୁ କହିଛନ୍ତି, ଆପଣ ଆରଏସଏସ କିମ୍ବା ବିଜେପିର କର୍ମୀ ହୋଇପାରନ୍ତି। ଆପଣ ଖୁବ ଛୋଟ କର୍ମଚାରୀ।

khilesh yadav being angry on doctor
ଆହତଙ୍କୁ ଭେଟିଲେ ଅଖିଳେଶ

ଏହି ସମୟରେ ମେଡିକାଲରେ ଉପସ୍ଥିତ ଥିବା ଆହତଙ୍କ ପରିବାର ଚେକ ନମିଳିଥିବା ଅଭିଯୋଗ ଆଣିଛନ୍ତି। ହେଲେ ସମସ୍ତ ଆହତଙ୍କୁ ଚେକ ମିଳିଥିବା କହିଛନ୍ତି ଡିଏସ ମିଶ୍ରା । ଏହାକୁ ନେଇ ରାଗିଯାଇଥିଲେ ଅଖିଳେଶ ଯାଦବ।

ଆହତଙ୍କ ପରିବାର ସହ କଥା ହେବା ମଝିରେ ଡିଏସ ମିଶ୍ରା ମଝିରେ କଥା କହିବାକୁ ଉଦ୍ୟମ କରିବା ସମୟରେ ସେ, ତାଙ୍କୁ ବାଧା ଦେଇଥିଲେ । ଆପଣ ସରକାରୀ କର୍ମଚାରୀ ମଝିରେ କଥା କୁହନ୍ତୁ ନାହିଁ ବୋଲି କହିଥିଲେ । ଏହି ଘଟଣାରେ ଅଖିଳେଶ ସରକାରଙ୍କୁ ଦୋଷ ଦେଇଛନ୍ତି ।

Intro:Body:

akhilesh yadav 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.