ETV Bharat / bharat

ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ହିଂସା ଜାରି: ମାୟାବତୀ-ଅଖିଳେଶଙ୍କ ଟାର୍ଗେଟରେ ମୋଦି ସରକାର

author img

By

Published : Dec 16, 2019, 12:05 PM IST

ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ସାରା ଦେଶରେ ଲାଗି ରହିଛି ହିଂସା । ଏହି ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବ ।

akhilesh yadav
ଫାଇଲ ଫଟୋ

ଲକ୍ଷ୍ନୌ: ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ସାରା ଦେଶରେ ଲାଗିରହିଛି ଉତ୍ତେଜନାମୂଳକ ମାହୋଲ । ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରଦର୍ଶନକାରୀ । ବିଭିନ୍ନ ଅଞ୍ଚଳରେ ଆକ୍ରୋଶର ନିଆଁ ଜଳାଇବା ସହ ପଥରମାଡ ମଧ୍ୟ କରୁଛନ୍ତି ସେମାନେ। ଏପରିକି ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି ।

akhilesh yadav
ଫଟୋ ସୌଜନ୍ୟ: ଟ୍ବିଟର

ରାଜଧାନୀ ଦିଲ୍ଲୀ, ଉତ୍ତର ଭାରତ ସମେତ ବିହାର ଏବଂ ମଧ୍ୟପ୍ରଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତୀବ୍ର ହେଉଛି । ସେପଟେ ହିଂସାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ଅନେକ ଜିଲ୍ଲାରେ ଧାରା 144 ଲାଗୁ କରିଛନ୍ତି । ଏହି ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବ ।

mayavati
ଫଟୋ ସୌଜନ୍ୟ: ଟ୍ବିଟର

ଏନେଇ ମାୟାବତୀ ଟ୍ବିଟ କରି କହିଛନ୍ତି, ନାରରିକତ୍ବ ସଂଶୋଧନ ଆଇନ ବିରୋଧରେ ହେଉଥିବା ହିଂସାରେ ପ୍ରଥମେ ଉତ୍ତର ପ୍ରଦେଶର ଅଲିଗଢ, ପରେ ଜାମିଆ ବିଶ୍ବ ବିଦ୍ୟାଳୟ ଏବଂ ଜାମିଆ କ୍ଷେତ୍ରର ଅନେକ ନିର୍ଦ୍ଦୋଷ ଛାତ୍ର ଏବଂ ସାଧାରଣ ଲୋକ ହିଂସାର ଶିକାର ହେଉଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏନେଇ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ଅସଲି ଦୋଷୀକୁ ଦଣ୍ଡ ଦେବା ଉଚିତ ବୋଲି ସେ କହିଛନ୍ତି । ଏହା ସହିତ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ସମ୍ପ୍ରଦାୟକୁ ଅପିଲ କରିଛନ୍ତି ମାୟାବତୀ ।

mayavati
ଫଟୋ ସୌଜନ୍ୟ: ଟ୍ବିଟର

ସେହିପରି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏଭଳି ହିଂସାକୁ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି, ଜାମିଆ ମିଲିୟାରେ ଯେଉଁଭଳି ହିଂସା ହେଉଛି ଏବଂ ବିଦ୍ୟାର୍ଥୀ ଏବେ ମଧ୍ୟ ଏହି ହିଂସା ଯୋଗୁଁ ଫସି ରହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ପୁରା ଦେଶକୁ ହିଂସାରେ ଜାଳିଦେବା ଅସଲି ଗୁଜୁରାଟ ମଡେଲ କି ବୋଲି ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସେ ।

Intro:Body:

SUMMARY

नागरिक संशोधन कानून को लेकर प्रदर्शनकारी काफी हिंसक हो गए हैं. प्रदर्शनकारियों और पुलिस के बीच झड़प लगातार सामने आ रही है. इस मामले में केंद्र सरकार पर मायावती और अखिलेश यादव ने जमकर हमला बोला है.

लखनऊ: नागरिकता संशोधन कानून के खिलाफ मुस्लिम समुदाय लगातार प्रदर्शन कर रहा है. बड़ी संख्या में प्रदर्शनकारी सड़कों पर उतर आए हैं और इलाकों में आगजनी से लेकर पत्थरबाजी तक कर रहे हैं. पुलिस और प्रदर्शनकारियों के बीच हिंसक झड़प भी हुई है. 

राजधानी दिल्ली, उत्तर भारत समेत बिहार, मध्य प्रदेश के अलग-अलग शहरों में आंदोलन बढ़ता जा रहा है. वहीं इस प्रदर्शन को देखते हुए उत्तर प्रदेश में राज्य सरकार ने कई जिलों में धारा 144 लगा दी है. इस तरह से हो रहे हिंसक प्रदर्शन और झड़प को देखते हुए पूर्व मुख्यमंत्री मायावती और पूर्व मुख्यमंत्री अखिलेश यादव ने केंद्र सरकार पर निशाना साधा है. इन दोनों ही नेताओं ने अपने ट्विटर हैंडल पर विरोध व्यक्त किया है.

बसपा सुप्रीमो मायावती ने लिखा है कि 'नए नागरिकता संशोधन कानून के विरोध में की गई हिंसा में पहले उत्तर प्रदेश की अलीगढ़ व फिर जामिया यूनिवर्सिटी में तथा पूरे जामिया क्षेत्र में भी जो काफी बेकसूर छात्र व आमलोग शिकार हुए हैं यह अति दुर्भाग्यपूर्ण है तथा पार्टी पीड़ितों के साथ है.'

उन्होंने कहा है कि 'ऐसे में उ.प्र. व केन्द्र सरकार को चाहिये कि वे इन वारदातों की उच्च स्तरीय न्यायिक जांच कराये और उनके मूल दोषी किसी भी कीमत पर बचने नहीं चाहिये तथा पुलिस व प्रशासन को भी निष्पक्ष रूप में कार्य करना चाहिए.' मायावती का कहना है कि 'यह आग पूरे देश में व खासकर शिक्षण संस्थानों में भी काफी बुरी तरह से फैल सकती है. साथ ही, सभी साम्प्रदायों से यह भी अपील है वे शान्ति-व्यवस्था को बनाये रखें.'

समाजवादी पार्टी के राष्ट्रीय अध्यक्ष अखिलेश यादव ने लिखा है कि 'जिस प्रकार जामिया मिलिया के छात्र-छात्राओं से बर्बरतापूर्ण हिंसा हुई है और विद्यार्थी अभी भी फँसे हुए हैं, ये बेहद निंदनीय है. पूरे देश को हिंसा में फूँक देना ही क्या आज के सत्ताधारियों का असली ‘गुजरात मॉडल’ है.'

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.