ETV Bharat / bharat

ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ - ସ୍ଥାନୀୟ ପୋଲିସ ଗିରଫ

ଠକେଇ ଅଭିଯୋଗରେ ପୋଲିସ ଅମିତ ଯୋଗୀଙ୍କୁ ଗିରଫ କରିଛି । ମଙ୍ଗଳବାର ସକାଳୁ ତାଙ୍କ ଛତିଶଗଡ ବିଳାସପୁର ବାସଭବନରୁ ପୋଲିସ ଗିରଫ କରିଛି ।

ଫାଇଲ ଫଟୋ
author img

By

Published : Sep 3, 2019, 4:18 PM IST

ବିଳାସପୁର: ଗିରଫ ହେଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ ଯୋଗୀ । ଠକେଇ ଅଭିଯୋଗରେ ପୋଲିସ ଅମିତ ଯୋଗୀଙ୍କୁ ଗିରଫ କରିଛି । ମଙ୍ଗଳବାର ସକାଳୁ ତାଙ୍କ ଛତିଶଗଡ ବିଳାସପୁର ବାସଭବନରୁ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଅମିତ ଯୋଗୀଙ୍କ ନାଁରେ ନିଜ ଜନ୍ମସ୍ଥାନ ଏବଂ ଜନ୍ମ ବର୍ଷକୁ ନେଇ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଧାରା 420 ଅନୁସାରେ ଠକେଇ ମାମଲା ରୁଜୁ କରିଛି। ଅମିତ ତାଙ୍କ ନିର୍ବାଚନୀ ଘୋଷଣା ପତ୍ରରେ ନିଜ ଜନ୍ମସ୍ଥାନ ଓ ବର୍ଷକୁ ନେଇ ଭୁଲ ତଥ୍ୟ ଦେଇଥିଲେ ।

ଅନ୍ୟପଟେ ଅମିତଙ୍କ ଗିରଫଦାରିକୁ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଆଇନର ପ୍ରକ୍ରିୟାକୁ ନିନ୍ଦା କରିଛନ୍ତି । ଏହାସହ ଏହା ରାଜନୈତିକ ଚକ୍ରାନ୍ତ ବୋଲି ଅମିତଙ୍କ ପତ୍ନୀ ରିଚା ଯୋଗୀ ଗଣମାଧ୍ୟମକୁ କହିଛନ୍ତି । ତେବେ ଅଜିତଙ୍କୁ କୋର୍ଟରେ ହାଜର କରାଯିବା ନେଇ କହିଛନ୍ତି ଏସପି ।

Intro:Body:*अमित जोगी गिरफ्तारी मामले में अजीत जोगी की प्रतिक्रिया :-*

छ ग कानून का राज नही है जंगल का राज भूपेश बघेल ने कायम कर रखा है अमित जोगी के पक्ष में हाई कोर्ट का फैसला पहले ही आ चुका है और यदि भूपेश बघेल की पुलिस उस फैसले के खिलाफ जा कर अमित की गिरफ्तारी कर रही है तो यह कोर्ट की अवमाना है इसे ये भी सिद्ध होता है भूपेश बघेल अपने को न्याय पालिका के ऊपर मानते है
बदले की राजनीति छोड़ कर कर भूपेश को छ ग के गरीबो के विकास और कल्याण के बारे में सोचना चाहिए तथा प्रदेश में व्यप्त अराजकता और भ्रष्ट्राचार को कम करने के लिए कदम उठाना चाहिए अपने सात महीने के कार्यकाल में उन्होंने छ ग को अडानीगण बना दिया है और यँहा शासन नाम की कोई चीज नही है । :- अजीत जोगी पूर्व मुख्यमंत्रीConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.