ETV Bharat / bharat

ଏଣିକି କ୍ୟାବିନ କ୍ରୁ ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ଯତାମୂଳକ - Airline cabin crew must download Arogya Setu App for safety against COVID-19

କ୍ୟାବିନ କ୍ରୁ ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ଯତାମୂଳକ । ଏନେଇ ଡିଜିସିଏ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Airline cabin crew must download Arogya Setu App for safety against COVID
କ୍ୟାବିନ କ୍ରୁ ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ଯତାମୂଳକ
author img

By

Published : Jun 22, 2020, 8:26 PM IST

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯେ କୋଭିଡ-19 ମହାମାରୀରୁ ରକ୍ଷା ପାଇବା ପାଇଁ ଏୟାରଲାଇନ୍ କ୍ୟାବିନ କ୍ରୁମାନେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ। ସମ୍ପୃକ୍ତ ବିମାନର କ୍ୟାବିନ କ୍ରୁଙ୍କୁ ଯାଞ୍ଚ ଡାକ୍ତର କରିବା ଉଚିତ ବୋଲି ଏଥିରେ କୁହାଯାଇଛି ।

ଡିଜିସିଏ ବିବୃତ୍ତି ଅନୁଯାୟୀ, କୋରୋନା ଲକ୍ଷଣ ଥିବା କୌଣସି କ୍ରୁ ସଦସ୍ୟଙ୍କ ପାଇଁ ଏହା ବାଧ୍ୟତାମୂଳକ କିମ୍ବା କୌଣସି କୋରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସି 14 ଦିନ ହୋମ କ୍ବାରେଣ୍ଟାଇନରେ ଏମାନଙ୍କି ରହିବାକୁ ପଡିବ । ସାରା ଦେଶରେ କୋଭିଡ-19 ବିସ୍ତାରକୁ ଦେଖି ଏହି ଆଦେଶ ଦେଇଛି ଡିଜିସିଏ ।

ଡିଜିସିଏ କହିଛନ୍ତି, କ୍ରୁଙ୍କ ପାଇଁ "ବିପଦ ମୂଲ୍ୟାଙ୍କନ" ସଂପୃକ୍ତ ଏୟାରଲାଇନ୍ସର ଡାକ୍ତରଙ୍କ ଦ୍ବାରା କରାଯିବ ଏବଂ କ୍ରୁଙ୍କୁ ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା ପାଇଁ ପରାମର୍ଶ ଦିଆଯିବ। ଏହିପରି କ୍ରୁଙ୍କ କ୍ଷେତ୍ରରେ, ଯେଉଁମାନଙ୍କର ଉଡ଼ାଣ କାର୍ଯ୍ୟ ସମୟରେ କୋଭିଡ-19 ମାମଲା ସହିତ ଯୋଗାଯୋଗର ଇତିହାସ ରହିଛି, ସେମାନଙ୍କ ପାଇଁ ହୋମ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.