ETV Bharat / bharat

ପୁଣି ଉତ୍କଟ ଦିଲ୍ଲୀ ପ୍ରଦୂଷଣ, ସହରରେ ହାଲୁକା ବର୍ଷା

author img

By

Published : Jan 28, 2020, 10:39 AM IST

ଥମୁନି ଦିଲ୍ଲୀ ପ୍ରଦୂଷଣ । ଏପଟେ ସହରରେ ହୋଇଛି ହାଲୁକା ବର୍ଷା । ଅଧିକ ପଢନ୍ତୁ...

Air quality in 'Very Poor' category in delhi
ପୁଣି ଉତ୍କଟ ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ: ଦିନକୁ ଦିନ ଆହୁରି ଉତ୍କଟ ହେଉଛି ଦିଲ୍ଲୀ ବାୟୁ ସ୍ଥିତି । ପ୍ରଦୂଷଣ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ହାଡଭଙ୍ଗା ଶୀତ ସାଙ୍ଗକୁ ପ୍ରଦୂଷଣ ଲୋକଙ୍କ ବଞ୍ଚିବା ଅସହଜ କରିଦେଲାଣି । ପ୍ରଦୂଷଣର ମାତ୍ରା ବୃଦ୍ଧି ଦିଲ୍ଲୀବାସୀଙ୍କୁ ଅଣନିଶ୍ବାସୀ କରିଦେଲାଣି ।

ପୁଣି ଉତ୍କଟ ଦିଲ୍ଲୀ ପ୍ରଦୂଷଣ,

ଆଜି ଦିଲ୍ଲୀର ଆନନ୍ଦ ବିହାର ଏବଂ ଲୋଧିରୋଡରେ ପ୍ରଦୂଷଣ ସ୍ତର ଅତି ଦୁର୍ବଳସ୍ଥିତିରେ ରହିଛି। ଏକ୍ୟୁଆଇ ଅନୁସାରେ ଆନନ୍ଦ ବିହାରରେ 317 ଏବଂ ଲୋଧି ରୋଡରେ 249 ରହିଛି ବାୟୁର ଗୁଣବତ୍ତା । ନୋଏଡାରେ ପ୍ରଦୂଷଣର ମାତ୍ରା 340 ରହିଛି ।

ଏନେଇ ସୂଚନା ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ପ୍ରଦୂଷଣ ଲୋକଙ୍କ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ଗତକାଲି ଶୀତ ପ୍ରଦୂଷଣ ସହ ଦିଲ୍ଲୀରେ ହୋଇଛି ହାଲୁକା ବର୍ଷା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.