ETV Bharat / bharat

5 ଶହରୁ କମ ଦାମ୍‌ରେ ମିଳିବ ଏୟାର ପ୍ୟୁରିଫାୟର

author img

By

Published : Mar 3, 2020, 3:43 AM IST

5ଶହରୁ କମ ମୂଲ୍ୟରେ ମିଳିବ ଏୟାର ପ୍ୟୁରିଫାୟର । ସାଧାରଣ ଲୋକେ ଏଥିରେ ପାଇବେ ଲାଭ । ବଜାରରେ ଅଧିକ ମୂଲ୍ୟରେ ମିଳୁଥିବା ଏହି ପ୍ୟୁରି ଫାୟର ଏବେ କମ ମୂଲ୍ୟରେ ଆପଣ କିଣି ପାରିବେ । ଅଧିକ ପଢନ୍ତୁ...

r purifier for below rs500
5ଶହରୁ କମ ମୂଲ୍ୟରେ ମିଳିବ ଏୟାର ପ୍ୟୁରିଫାୟର

ବେଙ୍ଗାଲୁରୁ: ବିଜ୍ଞାନର ବଳରେ ଆହୁରି ଦେଶ ବିକାଶମୁଖୀ ହେଉଛି । ତେବେ ନୂତନ ଟେକନୋଲୋଜି ବ୍ୟବହାର କରି ଆଇଆଇଟି ଦିଲ୍ଲୀ ଛାତ୍ର ଦେଖାଇଛନ୍ତି କମାଲ । ସୁଦ୍ଧ ବାୟୁ ପାଇଁ କମ ଦାମରେ ତିଆରି କଲେ ୱାଟର ପ୍ୟୁରି ଫାୟର । ଛାତ୍ର ଜଣକ ହେଲେ ମହମ୍ମଦ ଫିରୋଜ ।

5ଶହରୁ କମ ମୂଲ୍ୟରେ ମିଳିବ ଏୟାର ପ୍ୟୁରିଫାୟର

11ତମ ବେଙ୍ଗାଲୁରୁ ନାନୋ କନଫରେନ୍ସରେ ସେ ଏହି ଏୟାର ପ୍ୟୁରିଫାୟର ପ୍ରଦର୍ଶିତ କରିଛନ୍ତି । ସାଧାରଣତଃ ବଜାରରେ 10ରୁ 50 ହଜାର ଭିତରେ ଉପଲବ୍ଧ ହୋଇଥାଏ । କିନ୍ତୁ ମାତ୍ର 5ଶହ କିମ୍ବା ତା ଠାରୁ କମ ଟଙ୍କାରେ ମିଳିବ ମହମ୍ମଦ ତିଆରି କରିଥିବା ଏହି ଏୟାର ପ୍ୟୁରି ଫାୟର। ନାନୋ ଟେକନୋଲୋଜିର ବ୍ୟବହାର କରି ସେ ଏହାକୁ ତିଆରି କରିଛନ୍ତି । '

ଏହାକୁ ଆପଣ ଘରେ କିମ୍ବା ବାଥରୁମରେ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଥିବା କଟେଜକୁ ପ୍ରାୟ 3 ବର୍ଷ ପର୍ଯ୍ୟନ୍ତ ବଦଳାଇବା ପାଇଁ ପଡିବ ନାହିଁ । ସାଧାରଣ ଲୋକେ ଏତେ ମୂଲ୍ୟ ଦେଇ କେବେ କିଣିପାରନ୍ତି ନାହିଁ । ତେଣୁ ଏହାକୁ କିଣିବାରେ କୌଣସି ସମସ୍ୟା ହେବ ନାହିଁ । ଆଗକୁ ଏହି ଏୟାର ପ୍ୟୁରିଫାୟର ମାତ୍ର 200 ଟଙ୍କାରେ ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ମହମ୍ମଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.