ETV Bharat / bharat

ଅଗଷ୍ଟରେ ମୋଦି-ଟ୍ରମ୍ପ ଭେଟଘାଟ - president of america

ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଦ୍ବିତୀୟ ଥର ପାଇଁ ଆମେରିକା ପ୍ରେସିଡେଣ୍ଟ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ଫ୍ରାନ୍ସରେ ସାକ୍ଷାତ ପାଇଁ ଧାର୍ଯ୍ୟ ହୋଇଛି ସମୟ । ନିର୍ଦ୍ଧାରିତ ହୋଇଛି ଦିନ ।

ଫାଇଲ ଫଟୋ
author img

By

Published : Jul 24, 2019, 10:45 PM IST

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭେଟଘାଟ ହେବ । ଫ୍ରାନ୍ସରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ପାଇଁ ଧାର୍ଯ୍ୟ ହୋଇଛି ।

ଅଗଷ୍ଟ 24ରୁ 26 ମଧ୍ୟରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଜି7 ବୈଠକରେ ଉଭୟ ନେତା ପରସ୍ପରକୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ସମ୍ମିଳନୀରେ ଭାରତକୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।

ଗତ ଦୁଇଦିନ ତଳେ ଆମେରିକା ରାଷ୍ଟ୍ରପତି କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେବାପରେ ଉଭୟ ଦେଶର ଶୀର୍ଷସ୍ତରୀୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହେବ ।

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.