ETV Bharat / bharat

‘ବାଲାସାହେବଙ୍କ ସେନା ଏବେ ସୋନିଆ ସେନା’

author img

By

Published : Nov 12, 2019, 4:05 PM IST

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ପରେ ବିଜେପି ଠୁ ସମ୍ପର୍କ ଛିନ୍ନ କରିଛି ଶିବସେନା । ଆଉ ଏଥିମଧ୍ୟରେ ଶିବସେନାକୁ ସୋନିଆ ସେନା କହିଛି ବିଜେପି ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

ହାଇଦ୍ରାବାଦ: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଠନ ସ୍ବପ୍ନରେ ପଡିଛି ପୂର୍ଣ୍ଣଚ୍ଛେଦ । ଦୁଇ ଦଳ ମିଳିତ ଭାବରେ ନିର୍ବାଚନ ଲଢିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ପରେ ଭାଙ୍ଗିଯାଇଛି ମେଣ୍ଟ ।

after-relation-close-of-bjp-and-sivsena-bjp-called-to-sivasena-sonia-sena
ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

ଶିବସେନା ଏନସିପି ଓ କଂଗ୍ରେସ ସାହାଯ୍ୟରେ ସରକାର ଗଠନ କରିବା ପାଇଁ ଉଦ୍ୟମ ଚଳାଇଛି । ଏହାକୁ ନେଇ ଶିବସେନାକୁ କଟାକ୍ଷ କରିଛି ବିଜେପି । ‘ବାଲା ସାହେବ କା ସେନା ଅବ ସୋନିଆ କା ସେନା ହୋଇଯାଇଛି ।’ କର୍ଣ୍ଣାଟକର କୁମାରସ୍ବାମୀଙ୍କ ଅବସ୍ଥା ଭଳି ଶିବସେନା ମଧ୍ୟ ଭୋଗିବ ବୋଲି ବିଜେପି କହିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଦିଲ୍ଲୀ ସାଂସଦ ମିନାକ୍ଷୀ ଲେଖୀ ଟ୍ବିଟ କରି ଟାର୍ଗେଟ କରିଛନ୍ତି ଯେ, ‘ଶିବସେନାର କ୍ରମାନୁସାରେ ବିକାଶ ........ ବାଲା ସାହେବଙ୍କ ସେନା ଠୁ ସୋନିଆ ସେନା ପର୍ଯ୍ୟନ୍ତ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.