ETV Bharat / bharat

କେରଳ ଓ ପଞ୍ଜାବ ପରେ ମହାରାଷ୍ଟ୍ର ବିଧାନସଭାରେ ସିଏଏକୁ ବିରୋଧ - Maharashtra mulls resolution

କେରଳ ଓ ପଞ୍ଜାବ ପରେ ମହାରାଷ୍ଟ୍ରରେ ବିଧାନସଭାରେ ନାଗରିକ ସଂଶୋଧନ ବିଲକୁ ନେଇ ଝଡ। ମହାବିକାଶ ଅଘାଡୀ ସରକାର ଏହି ନୂତନ ସିଏଏ ଆଇନ 2019କୁ ବିରୋଧ କରିଛନ୍ତି। ଅଧିକ ଖବର ପଢନ୍ତୁ...

_Anti-CAA resolution
କେରଳ ଓ ପଞ୍ଜାବ ପରେ ମହାରାଷ୍ଟ୍ର ବିଧାନସଭାରେ ସିଏଏକୁ ବିରୋଧ
author img

By

Published : Jan 19, 2020, 3:10 PM IST

ମୁମ୍ବାଇ: କେରଳ ଓ ପଞ୍ଜାବ ପରେ ମହାରାଷ୍ଟ୍ରରେ ବିଧାନସଭାରେ ନାଗରିକ ସଂଶୋଧନ ବିଲକୁ ନେଇ ଝଡ। ମହାବିକାଶ ଅଘାଡୀ ସରକାର ଏହି ନୂତନ ସିଏଏ ଆଇନ 2019କୁ ବିରୋଧ କରିଛନ୍ତି ।

କଂଗ୍ରେସ ମୁଖପାତ୍ର ରାଜୁ ୱାଗମାରେଙ୍କ କହିବା ଅନୁସାରେ, ପାର୍ଟିର ବରିଷ୍ଠ ନେତା ବାଲାସାହେବ ମଧ୍ୟ ସିଏଏକୁ ବିରୋଧ କରୁଛନ୍ତି। ଏହାସହ ଉଦ୍ଧବ ଠାକରେ ମଧ୍ୟ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରୁନାହାଁନ୍ତି। ତେଣୁ ଏହି ନୂତନ ଆଇନ ବିରୋଧରେ ମହା ବିକାଶ ଅଘାଡୀ ଏକାଠି ବୈଠକ କରିବା ପରେ ନିଷ୍ପତି ଗ୍ରହଣ କରିବ।

ତେବେ କେରଳ ଓ ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ପରେ ମହାରାଷ୍ଟ୍ର ସିଏଏ ଆଇନକୁ ବିରୋଧରେ ପ୍ରସ୍ତାବ ଦେବାରେ ତୃତୀୟ ରାଜ୍ୟ ହେବ। ଯିଏ ପାକିସ୍ତାନ,ଆଫଗାନିସ୍ଥାନ,ବାଂଲାଦେଶ ଓ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେଇଛି।

ଏହି ଶରଣାର୍ଥୀମାନେ ଡିସେମ୍ବର 31, 2014 ପୂର୍ବରୁ ଭାରତ ଆସିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଘୋଷଣା କରାଯାଇଥିବା ଏହି ସଂଶୋଧନ ଆଇନକୁ ବିରୋଧ କରିବା ସମସ୍ୟାଗ୍ରସ୍ତ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.