ETV Bharat / bharat

ମୃତ୍ୟୁର 5 ଦିନ ପରେ ବି ତାଜା ଅଛି ମୃତଦେହ - ପ୍ରସିଦ୍ଧ ବୈଦ୍ଧ ଧର୍ମାଲମ୍ବୀ ବୁଦ୍ଧ ମନ୍ଦିର

ଦେଶବିଦେଶରେ ପ୍ରସିଦ୍ଧ ବୈଦ୍ଧ ଧର୍ମାଲମ୍ବୀ ବୁଦ୍ଧ ମନ୍ଦିର ସୀବାଲସର ର ପ୍ରମୁଖ ଲାମା ୱାଙ୍ଗଡୋର ରିମ୍ଫୋଚ୍ଚେ ବା ମଙ୍କ ମାଷ୍ଟର ସମ୍ପତ୍ତି ରିୱାଲସାର ସେପ୍ଟେମ୍ବର 18 ସକାଳ 2ଟା 52 ରେ ଦେହ ତ୍ୟାଗ କରିଥିଲେ । ମୃତ୍ୟୁ ହେବାର 5 ଦିନ ପରେ ବି ସମ୍ପୂର୍ଣ୍ଣ ତାଜା ଅଛି ମୃତଦେହ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 25, 2019, 6:47 AM IST

ନୂଆଦିଲ୍ଲୀ: ମୃତ୍ୟୁ ହେବାର 5 ଦିନ ପରେ ବି ସମ୍ପୂର୍ଣ୍ଣ ତାଜା ଅଛି ମୃତଦେହ । ତାହା ପୁଣି ବିନା କୈଣିସି କେମିକାଲ ଓ ବରଫରେ । ଆଜ୍ଞା ହଁ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ହିମାଚଳପ୍ରଦେଶର ସୀବାଲସର ରେ ।

ଦେଶବିଦେଶରେ ପ୍ରସିଦ୍ଧ ବୈଦ୍ଧ ଧର୍ମାଲମ୍ବୀ ବୁଦ୍ଧ ମନ୍ଦିର ସୀବାଲସର ର ପ୍ରମୁଖ ଲାମା ୱାଙ୍ଗଡୋର ରିମ୍ଫୋଚ୍ଚେ ବା ମଙ୍କ ମାଷ୍ଟର ସମ୍ପତ୍ତି ରିୱାଲସାର ସେପ୍ଟେମ୍ବର 18 ସକାଳ 2ଟା 52 ରେ ଦେହ ତ୍ୟାଗ କରିଥିଲେ । ତେବେ ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଲାମା ସମ୍ପ୍ରଦାୟର ଲୋକଙ୍କୁ ସୁଅ ଛୁଟୁଛି ।

ତେବେ ଆଶ୍ଚର୍ଯ୍ୟର କଥା ଯେ ସେ ସମାଧୀରେ ଥିବା ସତ୍ତ୍ବେ ବି ତାଙ୍କ ଶରୀର ତାଜା ରହିଛି । ତାଙ୍କ ଶରୀରରେ ନା କୈଣସି ପ୍ରକାରର କେମିକାଲର ଲେପ ଦିଆଯାଇଛି ନା ବରଫ ରେ ରଖାଯାଇଛି । କିନ୍ତୁ ସେ ଏତେ ସତେଜ ଅଛନ୍ତି ଯେପରି ଲାଗୁଛି ସେ ବଞ୍ଚିଛନ୍ତି ଓ ଏଇ ମୂବୁର୍ତ୍ତରେ ଉଠି ଠିଆ ହେବେ । ଯେତେବେଳେ କି ତାଙ୍କ ମୃତ୍ୟୁ ହୋଇ 5 ଦିନ ହେଲାଣି ।

ମଙ୍କ ମାଷ୍ଟର ସମ୍ପତ୍ତି ରିୱାଲସାର 87 ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ତାଙ୍କର ଏପରି ଅକଷ୍ମାତ ମୃତ୍ୟୁ କୁ ନେଇ ସ୍ଥାନୀୟ ଲୋକ ଓ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ଦୁଃଖର ଛାୟା ଖେଳିଯାଇଛି ।

Intro:Body:

zdsgh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.