ETV Bharat / bharat

ମହାମାରୀ କୋରୋନା, ଆଫଗାନ ରାଷ୍ଟ୍ରପତିଙ୍କ ରିପୋର୍ଟ ନେଗେଟିଭ୍ - ଆଫଗାନ ରାଷ୍ଟ୍ରପତିଙ୍କ ରିପୋର୍ଟ ନେଗେଟିଭ୍

ଆଫଗାନ ରାଷ୍ଟ୍ରପତି ଆଶ୍ରାରଫ୍ ଘାନିଙ୍କ କୋରୋନା ରିପୋର୍ଟ ନେଗେଟିଭି ଆସିଛି। ଏହାସହ ରାଷ୍ଟ୍ରପତିଙ୍କ ନିକଟରେ ମାସ୍କ ଓ ଗ୍ଲୋବସ ବ୍ୟବହାର ଭିଡିଓ କନଫରେନ୍ସି ମାଧ୍ୟମରେ ମିଟିଂ କରୁଥିବା ସୂଚନା ମିଳିଛି।

Afghan President Ashraf Ghani
ମହାମାରୀ କୋରୋନା, ଆଫଗାନ ରାଷ୍ଟ୍ରପତିଙ୍କ ରିପୋର୍ଟ ନେଗେଟିଭ୍
author img

By

Published : Apr 22, 2020, 3:13 PM IST

ନୂଆଦିଲ୍ଲୀ: ଆଫଗାନ ରାଷ୍ଟ୍ରପତି ଆଶ୍ରାରଫ୍ ଘାନିଙ୍କ କୋରୋନା ରିପୋର୍ଟ ନେଗେଟିଭି ଆସିଛି। ଆଫିଗାନିସ୍ଥାନର ରାଷ୍ଟ୍ରପତି ଭବନ ଏବଂ ତତସଲଗ୍ନ କିଛି କାର୍ଯ୍ୟାଳୟ 20 କର୍ମଚାରୀଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଲା ପରେ ରାଷ୍ଟ୍ରପତିଙ୍କ ରକ୍ତ ନମୁନା ଓ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ଏହି ରିପୋର୍ଟ ନେଗେଟିଭ୍ ଆସିଛି।

ଏନେଇ ରାଷ୍ଟ୍ରପତି ଭବନର ମୁଖପାତ୍ର କହିଛନ୍ତି, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ତାଙ୍କ କାର୍ଯ୍ୟାଳୟ ପରିସର ଏବଂ ରାଷ୍ଟ୍ରପତି ଭବନ ସମୟରେ ମଧ୍ୟ ବିଭିନ୍ନ ସମୟରେ ବିଶୋଧନ କରାଯାଉଛି। ତେବେ ରାଷ୍ଟ୍ରପତି କୋରୋନା ଲଢେଇରେ ସକ୍ରିୟ ଭୂମିକ ଗ୍ରହଣ କରୁଥିବା ବେଳେ ତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି।

ଘାନୀ ଏବଂ ତାଙ୍କ ପତ୍ନୀଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏହାସହ ରାଷ୍ଟ୍ରପତିଙ୍କ ନିକଟରେ ମାସ୍କ ଓ ଗ୍ଲୋବସ ବ୍ୟବହାର ଭିଡିଓ କନଫରେନ୍ସି ମାଧ୍ୟମରେ ମିଟିଂ କରୁଥିବା ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.