ETV Bharat / bharat

ଆଖିରେ ପଟି ବାନ୍ଧି ଭାଙ୍ଗିଲେ ନଡିଆ, ରଚିଲେ ଗିନିଜ ଓ୍ବାର୍ଲ୍ଡ ରେକର୍ଡ - ହାଇଦ୍ରାବାଦର ମାର୍ଶଲ ଆର୍ଟ ମାଷ୍ଟର ପି ପ୍ରଭାକର ରେଡ୍ଡୀ

ନଡିଆ ଭାଙ୍ଗି ରେକର୍ଡ । ଆଖିରେ ପଟି ବାନ୍ଧି 49ଟି ନଡିଆ ଭାଙ୍ଗି ଗିନିଜ ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି ମାର୍ଶଲ ଆର୍ଟ ମାଷ୍ଟର ପି ପ୍ରଭାକର ରେଡ୍ଡୀ ଏବଂ ତାଙ୍କ ଛାତ୍ର ବୋଇଲା ରାକେଶ । ଅଧିକ ପଢନ୍ତୁ...

ଆଖିରେ ପଟି ବାନ୍ଧି ଭାଙ୍ଗିଲେ ନଡିଆ
ଆଖିରେ ପଟି ବାନ୍ଧି ଭାଙ୍ଗିଲେ ନଡିଆ
author img

By

Published : Oct 14, 2020, 10:17 AM IST

ହାଇଦ୍ରାବାଦ: ଆଖିରେ ପଟି ବାନ୍ଧି ନଡିଆ ଭାଙ୍ଗି ଗିନିଜ ଓ୍ବାର୍ଲ୍ଡ ରେକର୍ଡ । ମାର୍ଶଲ ଆର୍ଟ ମାଷ୍ଟର ପି ପ୍ରଭାକର ରେଡ୍ଡୀ ଏବଂ ତାଙ୍କ ଛାତ୍ର ବୋଇଲା ରାକେଶ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଗତ ମାସରେ 49ଟି ନଡ଼ିଆ ଭାଙ୍ଗି ଗିନିଜ ରେକର୍ଡ ହାସଲ କରିଛନ୍ତି ଗୁରୁ ଶିଷ୍ୟ ।

ଏହି ରେକର୍ଡ ହାସଲ ପାଇଁ ବିଗତ 6 ମାସ ହେବ ଅଭ୍ୟାସ କରୁଥିବା ରେଡ୍ଡୀ କହିଛନ୍ତି । ତେବେ ସେ ଆଗକୁ ଏଭଳି ଅନେକ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.